ETV Bharat / state

ସୁବର୍ଣ୍ଣପୁରରେ ଟୋକନ ବ୍ୟବସ୍ଥା ପାଇଁ ସଚେତନତା କାର୍ଯ୍ୟକ୍ରମ ନିଷ୍ପତ୍ତି

author img

By

Published : Nov 20, 2019, 3:15 PM IST

ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏନଜିଓସିସି ସମ୍ମିଳନୀ କକ୍ଷରେ ଟୋକନ ବ୍ୟବସ୍ଥା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଚଳିତ ଖରିଫ ଋତୁର ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ଜିଲ୍ଲାର ଚାଷୀ ବିରୋଧ କରିଛନ୍ତି। ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହାକୁ ବିରୋଧ କରାଯାଇଛି । ଟୋକନରେ ତ୍ରୁଟି ପାଇଁ ଏହି ବ୍ୟବସ୍ଥା ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଏହା ସହ ସହରର ଏନଜିଓସିସି ସମ୍ବିଳନୀ କକ୍ଷରେ ଆୟୋଜିତ କର୍ମଶାଳାରେ ଏହି ଟୋକନ ବ୍ୟବସ୍ଥା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।

ଟୋକନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକଥର ସମବାୟ ସମିତିର ସମ୍ପାଦକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରା ଓ ସମବାୟ ସମିତି ସମୂହ ଉପନିବନ୍ଧକ ଭୀମସେନ ସାହୁ ସମ୍ପାଦକଙ୍କୁ ପ୍ରଶିକ୍ଷଣ ଦେବା ସହିତ ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ କହିଛନ୍ତି। ସହରର ଏନଜିଓସିସି ସମ୍ବିଳନୀ କକ୍ଷରେ ଆୟୋଜିତ କର୍ମଶାଳାରେ ଏହି ଟୋକନ ବ୍ୟବସ୍ଥା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଋତୁର ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି ଚାଷୀମାନେ।ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ଥିଲେ ବି ଚାଷୀମାନେ କମ୍ପୁଟର ପ୍ରଦତ୍ତ ଟୋକନର ତ୍ରୁଟି ପାଇଁ ଏହି ବ୍ୟବସ୍ଥା ବନ୍ଦ କରିବା ପାଇଁ ଦାବି କରିଛନ୍ତି।ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକବାର ସମବାୟ ସମିତିର ସଂପାଦକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।ହେଲେ ସରକାରୀ ଭାବେ ଟୋକନ ବାହାର କରିବା ପ୍ରକ୍ରିୟାରେ ଅନେକ ଭୂଲ ଦେଖିବାକୁ ମିଳୁଛି।ଫଳରେ ଚାଷୀମାନେ ଧାନ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ବୁଖିନ ହେଉଛନ୍ତି।

Body:ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସମବାୟ ସମିତିର ସମ୍ପାଦକ ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରା ଓ ସମବାୟ ସମିତି ସମୂହ ଉପ ନିବନ୍ଧକ ଭୀମସେନ ସାହୁ ସମ୍ପାଦକ ମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଚାଷୀ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ କହିଛନ୍ତି। ସହରର ଏନ ଜି ଓ ସି ସି ସମ୍ବିଳନୀ କକ୍ଷରେ ଆୟୋଜିତ କର୍ମଶାଳାରେ ଏହି ଟୋକନ ବ୍ୟବସ୍ଥା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.