ETV Bharat / state

ଲେଖକ କେଦାର ମିଶ୍ରଙ୍କୁ କ୍ଷମା ମାଗିବାକୁ ସାଧୁ ସନ୍ୟାସୀଙ୍କ ଦାବି

ସନ୍ଥକବି ଭୀମ ଭୋଇଙ୍କ ବିରୋଧରେ ପୁସ୍ତକ ରଚନା କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ । । ସନ୍ଥକବିଙ୍କ ସମ୍ପର୍କରେ ଲେଖିଥିବା ଟିପ୍ପଣୀ ପାଇଁ ଲେଖକ ଭୀମଭୋଇ ସମାଧି ପୀଠରେ କ୍ଷମା ମାଗନ୍ତୁ ବୋଲି ସାଧୁମାନେ କହିଛନ୍ତି ।

ଲେଖକ କେଦାର ମିଶ୍ରଙ୍କୁ କ୍ଷମା ମାଗିବାକୁ ସାଧୁ ସନ୍ୟାସୀଙ୍କ ଦାବି
ଲେଖକ କେଦାର ମିଶ୍ରଙ୍କୁ କ୍ଷମା ମାଗିବାକୁ ସାଧୁ ସନ୍ୟାସୀଙ୍କ ଦାବି
author img

By

Published : May 21, 2020, 2:56 PM IST

ସୁବର୍ଣ୍ଣପୁର: ଜିଲ୍ଲା ଖଲିଆପାଲିର ସନ୍ଥକବି ଭୀମ ଭୋଇଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠର ସାଧୁ ସନ୍ୟାସୀ ମାନେ ଲେଖକ କେଦାର ମିଶ୍ରଙ୍କ ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସନ୍ଥକବିଙ୍କ ସମ୍ପର୍କରେ ଲେଖିଥିବା ଟିପ୍ପଣୀ ପାଇଁ ଲେଖକ ଭୀମଭୋଇ ସମାଧି ପୀଠରେ କ୍ଷମା ମାଗନ୍ତୁ ବୋଲି ସାଧୁମାନେ କହିଛନ୍ତି ।

ଲେଖକ କେଦାର ମିଶ୍ରଙ୍କୁ କ୍ଷମା ମାଗିବାକୁ ସାଧୁ ସନ୍ୟାସୀଙ୍କ ଦାବି
ଲେଖକ କେଦାର ମିଶ୍ରଙ୍କୁ କ୍ଷମା ମାଗିବାକୁ ସାଧୁ ସନ୍ୟାସୀଙ୍କ ଦାବି

କେଦାର ମିଶ୍ର ଜଣେ ବିଜ୍ଞ ଲେଖକ ହୋଇଥିବା ବେଳେ ଭୀମଭୋଇଙ୍କ ସମ୍ପର୍କରେ ତାଙ୍କରି ଏପରି ଅଶ୍ଳୀଳ ଲେଖା ତାଙ୍କର ମୁର୍ଖତାର ପରିଚୟ ଦେଉଛି ବୋଲି ଅଭିଯୋଗ କରିଛନ୍ତି । ଲେଖକ କେଦାର ମିଶ୍ର ତୁରନ୍ତ ଭୀମଭୋଇଙ୍କ ଉଦ୍ଦେଶ୍ୟରେ କ୍ଷମା ପ୍ରାର୍ଥନା ନକଲେ ସମାଧି ପୀଠର ସାଧୁ ସନ୍ୟାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ଏଠାରେ ସୂଚନା ଥାଉ ଯେ, ସୁବର୍ଣ୍ଣପୁରର ପ୍ରତିଷ୍ଠିତ ଲେଖକ ଓ ସାହିତ୍ୟିକ କେଦାର ମିଶ୍ର ଦୀର୍ଘଦିନ ତଳେ ଜଣେ ବିଦେଶୀ ଲେଖକଙ୍କ ସହିତ ସନ୍ଥକବିଙ୍କ ବିଷୟରେ ଗବେଷଣା କରିବା ସହିତ ଭୀମଭୋଇ ଆଣ୍ଡ ହିଜ ଫିମେଲ କଂସେଟ ନାମକ ଏକ ପୁସ୍ତକ ରଚନା କରିଛନ୍ତି । ଯେଉଁ ପୁସ୍ତକରେ ସେ ଭୀମଭୋଇଙ୍କ ସମ୍ପର୍କରେ ଅଶ୍ଳୀଳ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.