ETV Bharat / state

ସୁବର୍ଣ୍ଣପୁରରୁ 5 କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ - ସୁବର୍ଣ୍ଣପୁରରୁ 5 କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ବୌଦ୍ଧ ଜିଲ୍ଲାରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ସୁବର୍ଣ୍ଣପୁରରେ ଜବତ ହେଲା ଗଞ୍ଜେଇ ଟ୍ରକ । ଅତି ଚତୁରତାର ସହ ଏହି ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢ୍ତୁ...

ସୁବର୍ଣ୍ଣପୁରରୁ 5 କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

author img

By

Published : Jun 23, 2020, 2:41 PM IST

ସୁବର୍ଣ୍ଣପୁର: ଜିଲ୍ଲାର ହରଡଖୋଲ ଛକରେ ଏକ ଗଞ୍ଜେଇ ଟ୍ରକ ଜବତ । ସୋମବାର ରାତିରେ ଏହି ଟ୍ରକଟି ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ବଲାଙ୍ଗୀର ପଟକୁ ଯାଉଥିବା ସମୟରେ ପୋଲିସ ଟ୍ରକ ଉପରେ ଚଢ଼ାଉ କରିଥିଲା।

ସୁବର୍ଣ୍ଣପୁରରୁ 5 କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

ଟ୍ରକଟିକୁ ପୋଲିସ ରାତି ସାରା ଜଗି ରହିଥିବା ବେଳେ ବର୍ତ୍ତମାନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ବାହାର କରାଯାଉଛି । ଏସଡ଼ିପିଓ ମିହିର ପଣ୍ଡାଙ୍କ ନେତୃତ୍ୱରେ ଆଇଆଇସି ଲୋକେଶ ବିଶ୍ୱାଳ ଉକ୍ତ ଟ୍ରକ ଉପରେ ଚଢ଼ାଉ କରି ଗଞ୍ଜେଇ ସହିତ ଗାଡି ଡ୍ରାଇଭର ଓ ହେଲପରକୁ ଗିରଫ କରିଛନ୍ତି।

ଟ୍ରକ ଡାଲାଟି ଦେଖିବାକୁ ଖାଲିଥିବାବେଳେ, ଡାଲା ଭିତରେ ବାକ୍ସ ତିଆରି କରି ଅଭିନବ ଉପାୟରେ ଏହି ଚୋରା ଚାଲାଣ କରାଯାଉଥିଲା। ତେବେ ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ପ୍ରାୟ 5 କୁଇଣ୍ଟାଲରୁ ଅଧିକ ହେବ ବୋଲି ପୋଲିସ ଜାଣି ପଡିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ganza seazed
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.