ETV Bharat / state

ଗଞ୍ଜେଇ ଚାଲାଣରେ ନାବାଳିକା ମୋହରା, 3 ଗିରଫ - ganja accused

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଧରାପଡିଲା ଅଭିଯୁକ୍ତ । ସୁବର୍ଣ୍ଣପୁର ପୋଲିସ ଚଢାଉ କରି ଜଣକୁ ଗିରଫ କରିଛି । ଅଧିକ ପଢନ୍ତୁ...

ganja smuggling
ଗଞ୍ଜେଲ ଚାଲାଣରେ ନାବାଳିକା ମୋହରା, ଜଣେ ଗିରଫ
author img

By

Published : Jan 12, 2020, 3:07 PM IST

ସୁବର୍ଣ୍ଣପୁର: ଅଭିନବ ଉପରେ ଗଞ୍ଜେଇ ଚାଲାଣ । ପୋଲିସର ଚଢାଉ ବେଳେ ଧରାପଡିଲା ବାଇକ ଆରୋହୀ । ବୌଦ୍ଧ ଶଗଡା ଅଞ୍ଚଳରୁ ସୁବର୍ଣ୍ଣପୁର ସହର ଦେଇ ଯାଉଥିବାବେଳେ ପୋଲିସ ହାବୁଡରେ ଧରା ପଡିଥିଲା ସର୍କସ କର୍ଣ୍ଣ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଗଞ୍ଜେଲ ଚାଲାଣରେ ନାବାଳିକା ମୋହରା, ଜଣେ ଗିରଫ

ବୌଦ୍ଧ ଜିଲ୍ଲା ଘୋଂଟୋପାଲି ଗାଁର ସର୍କସ କର୍ଣ୍ଣ 2ଜଣ ନାବାଳିକାଙ୍କୁ ବାଇକରେ ବସାଇ ଗଞ୍ଜେଇ ଚାଲାଣ କରୁଥିଲେ । ଏହି ସମୟରେ ପୋଲିସ ଚଢାଉ କରିଥିବାବେଳେ କୁଞ୍ଜ ହୋଟେଲ ନିକଟରୁ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ 10 କେଜିର ଗଞ୍ଜେଇ, 17 ହଜାର ପାଞ୍ଚ ଶହ ନଗଦ ଟଙ୍କା ଓ ତିନୋଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ସେପଟେ, 2 ନାବାଳିକାଙ୍କୁ ଶିଶୁ କାରଗାରକୁ ପଠାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଆଜି ଜଣେ ଗଞ୍ଜେଇ ବେପାରୀକୁ କୋର୍ଟ ଚାଲାଣ କରିଛି।ବୌଦ୍ଧ ଜିଲ୍ଲା ଘୋଂଟୋପାଲି ଗାଁର ସର୍କସ କର୍ଣ୍ଣ ଦୁଇଜଣ ନାବାଳିକାଙ୍କୁ ମୋଟର ସାଇକେଲରେ ବସାଇ ଗଂଜେଇ ପାର କରୁଥିବା ବେଳେ ପୋଲିସ ହାତରେ କୁଂଜ ହୋଟେଲ ପାଖରେ ଧରା ପଡିଥିଲା।ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ଗଞ୍ଜେଇ ନେଇ ସୁବର୍ଣ୍ଣପୁର ସହର ଦେଇ ପାର କରୁଥିବା ବେଳେ ପୋଲିସ ଖବର ପାଇ ମୋଟର ସାଇକେଲକୁ ଅଟକାଇ ଥିଲା।ଗାଡି ଦିକିରୁ 10 କେଜି ଗଂଜେଇ ,17 ହଜ଼ାର ପାଞ୍ଚ ଶହ ନଗଦ ଟଙ୍କା ଓ ତିନୋଟି ମୋବାଇଲ ସହ ତିନି ଜଣଙ୍କୁ ଗିରଫ କରିଥିଲା।

Body:ଆଜି ନାବାଳିକା ଦୁଇଙ୍କୁ ଶିଶୁ କାରାଗାରକୁ ପଠାଇ ଦେଇଥିବା ବେଳେ ବେପାରୀ ସକର୍ସ କର୍ଣ୍ଣକୁ କୋର୍ଟ ଚାଲାଣ କରିଛି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Edited visual with voice over and music .
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.