ETV Bharat / state

ଜିଲ୍ଲା ପୋଲିସର ରକ୍ତ ଦାନ ଶିବିର

author img

By

Published : Apr 7, 2020, 11:48 AM IST

Updated : Apr 7, 2020, 12:46 PM IST

ସୁବର୍ଣ୍ଣପୁରରେ 2 ଦିନିଆ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାସଙ୍କ ନେତୃତ୍ବରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲା ପୋଲିସର ରକ୍ତ ଦାନ ଶିବିର ଆୟୋଜିତ
ଜିଲ୍ଲା ପୋଲିସର ରକ୍ତ ଦାନ ଶିବିର ଆୟୋଜିତ

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାସଙ୍କ ନେତୃତ୍ବରେ ସଦର ଟାଉନ ଥାନାରେ ଏହି ଶିବିରରେ 2 ଦିନିଆ ଶିବିର ଆୟୋଜନ କରାଯାଇଛି । ଏହି ଦୁଇ ଦିନରେ ପୋଲିସ କର୍ମଚାରୀମାନେ 40 ୟୁନିଟ ରକ୍ତ ଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟ କର୍ମଚାରୀମାନେ ଏହି ରକ୍ତ ସଂଗ୍ରହ କରିଛନ୍ତି ।

ଜିଲ୍ଲା ପୋଲିସର ରକ୍ତ ଦାନ ଶିବିର ଆୟୋଜିତ

ଗତ 2 ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ନେଇ ଆମେ ଖବର ପ୍ରସାରଣ କରିବା ସହ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ 2 ଦିନିଆ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 7, 2020, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.