ETV Bharat / state

ସୁବର୍ଣ୍ଣ ଲୋକ ମହୋତ୍ସବ 2020: ପଲ୍ଲୀଶ୍ରୀ ମେଳାରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ - ପଲ୍ଲିଶ୍ରୀ ମେଳାରେ 1 କୋଟି ବ୍ୟବସାୟ

ସରିଲା ଲୋକମହୋତ୍ସବ ସୁବର୍ଣ୍ଣ 2020 । 200 ଷ୍ଟଲରେ ବ୍ୟବସାୟୀମାନେ 5 ଦିନ ଧରି ବିଭିନ୍ନ ଦ୍ରବ୍ୟ ବିକ୍ରି କରିଥିଲେ। ମେଳାରେ ପାଖାପାଖି କୋଟିଏ ଟଙ୍କାର ବ୍ୟବସାୟ ହୋଇଥିଲା ।

subarnapur lokamahostav 2020
ଲୋକ ମହୋତ୍ସବ ସୁବର୍ଣ୍ଣ 2020ରେ କୋଟିଏ ଟଙ୍କାର ବେପାର
author img

By

Published : Jan 12, 2020, 3:02 PM IST

Updated : Jan 12, 2020, 3:24 PM IST

ସୁବର୍ଣ୍ଣପୁର: ଶେଷ ହୋଇଛି ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ 2020। ନୃତ୍ୟ ଗୀତ ସାଙ୍ଗକୁ ଆୟୋଜିତ ହୋଇଥିଲା ପଲ୍ଲିଶ୍ରୀ ମେଳା। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ବିଭିନ୍ନ ପ୍ରକାରର ଘରକରଣା ଓ ସୌଖିନ ଦ୍ରବ୍ୟ ପ୍ରଦର୍ଶିତ କରିବା ସହିତ ବିକ୍ରି କରିଛନ୍ତି । ଏହି ମେଳାରେ ପ୍ରାୟ କୋଟିଏ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ ପକ୍ଷରୁ ସୂଚନା ମିଳିଛି।

200 ଷ୍ଟଲରେ ବ୍ୟବସାୟୀମାନେ 5 ଦିନ ଧରି ବିଭିନ୍ନ ଦ୍ରବ୍ୟ ବିକ୍ରି କରିଥିଲେ । ଗ୍ରାହକମାନେ ବି ପାଖରେ ଭଳିକି ଭଳି ଦ୍ରବ୍ୟ ପାଇ ହାତରେ ପରଖି କିଣିଥିଲେ। ଜିଲ୍ଲା ଓରମାସ ତରଫରୁ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଲୋକ ମହୋତ୍ସବ ସୁବର୍ଣ୍ଣ 2020ରେ କୋଟିଏ ଟଙ୍କାର ବେପାର

ମାଟି, କାଠ,ବାଉଁଶ ତଥା ବିଭିନ୍ନ ମେଟାଲ ଗୁଡିକର ଦ୍ରବ୍ୟ ପଲ୍ଲିଶ୍ରୀ ମେଳରେ ଦେଖିବାକୁ ମିଳିଥିଲା । ଯାହା ପ୍ରାୟ କୌଣସି ବଜାରରେ ଦେଖିବାକୁ ମିଳେନାହିଁ । ହାତ ତିଆରି ମନଲୋଭା ଜିନିଷ ସବୁ ଶସ୍ତା ଦରରେ ପାଖରେ ପାଇ ଗ୍ରାହକ ଯେତିକି ଖୁସି ଥିଲେ ଭଲ ବ୍ୟବସାୟ କରି ବ୍ୟବସାୟୀମାନେ ବି ବେଶ ଦୁଇ ପଇସା ରୋଜଗାର କରିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଶେଷ ହୋଇଛି ସ7ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ ସୁବର୍ଣ୍ଣ 2020।ନୃତ୍ୟ ଗୀତ ସାଙ୍ଗକୁ ଆୟୋଜିତ ହୋଇଥିଲା ପଲ୍ଲିଶ୍ରୀ ମେଳା।ରାଜ୍ୟର ବିଭିନ୍ନ ଯାଗାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠି ସାମିଲ ହୋଇ ବିଭିନ୍ନ ପ୍ରକାରର ଘରକରଣା ଓ ସୌଖିନ ଦ୍ରବ୍ୟ ପ୍ରଦର୍ଶିତ କରିବା ସହିତ ବିକ୍ରି କରିଛନ୍ତି।ଦୁଇ ଶହ ଷ୍ଟଲରେ ବ୍ୟବସାୟୀ ମାନେ 5 ଦିନ ଧରି ବିଭିନ୍ନ ଦ୍ରବ୍ୟ ବିକ୍ରି କରିଥିଲେ।ଗ୍ରାହକମାନେ ବି ପାଖରେ ଭଳିକିଭଳି ଦ୍ରବ୍ୟ ପାଖରେ ପାଇ ହାତରେ ପରଖି କିଣିଥିଲେ।ଜିଲ୍ଲା ଓରମାସ ତରଫରୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Body:ମାଟି , କାଠ , ବାଉଁଶ ତଥା ବିଭିନ୍ନ ମେଟାଲ ଗୁଡିକର ଦ୍ରବ୍ୟ ପଲ୍ଲିଶ୍ରୀ ମେଳରେ ଦେଖିବାକୁ ମିଳିଥିଲା।ଯାହା ସବୁ ପ୍ରାୟ କୌଣସି ବଜ଼ାରରେ ଦେଖିବାକୁ ମିଳେନାହିଁ।ହାତ ତିଆରି ମନଲୋଭା ଜିନିଷ ସବୁ ଶସ୍ତା ଦରରେ ପାଖରେ ପାଇ ଗ୍ରାହକ ଯେତିକି ଖୁସି ଥିଲେ ଭଲ ବ୍ୟବସାୟ କରି ବ୍ୟବସାୟୀ ମାନେ ବି ବେଶ ଦୁଇ ପଇସା ରୋଜଗାର କରିଥିଲେ।ଏହି ମେଳରେ ପ୍ରାୟ କୋଟିଏ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ ପକ୍ଷରୁ ସୂଚନା ମିଳିଛି।

Conclusion:ବାଇଟ1 ଯୋଗମାୟା ମିଶ୍ର , ଗୃହିଣୀ ।
ବାଇଟ2 ଭୋଜରାଜ ସାହୁ ,ସଂଯୋଜକ , ଓରମାସ , ସୁବର୍ଣ୍ଣପୁର।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
Edited visual . need only publication.
Last Updated : Jan 12, 2020, 3:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.