ETV Bharat / state

ମହାନଦୀରେ ଦୁଃସାହସିକ ଭାବେ ତ୍ରିରଙ୍ଗା ଉଡାଇ ଚର୍ଚ୍ଚାରେ ଯୁବକ - ମହାନଦୀରେ ତ୍ରିରଙ୍ଗା ଉଡାଇଲେ ଯୁବକ

ସମ୍ବଲପୁରର କେତେକ ଯୁବକ ଏହି ବନ୍ୟାଜଳ ପରିପୂର୍ଣ୍ଣ ମହାନଦୀ ଗର୍ଭରେ ପହଁରି ପହଁରି ତ୍ରିରଙ୍ଗା ଉଡାଇଛନ୍ତି ସମ୍ବଲପୁରର କେତେକ ଯୁବକ।ମ ହାନଦୀର ଦୁଃସାହସିକ ଭାବେ ପହଁରି ତ୍ରିରଙ୍ଗା ଉଡାଇ ଚର୍ଚ୍ଚାରେ। ଅଧିକ ପଢନ୍ତୁ

young man is in the limelight for bravely flying a tricolor in the river
ମହାନଦୀରେ ଦୁଃସାହସିକ ଭାବେ ତ୍ରିରଙ୍ଗା ଉଡାଇ ଚର୍ଚ୍ଚାରେ ଯୁବକ
author img

By

Published : Aug 15, 2022, 11:04 PM IST

ସମ୍ବଲପୁର:ସ୍ୱାଧୀନତା ଦିବସ ଅବସରରେ ବନ୍ୟା ଜଳ ଭରା ମହାନଦୀର ଦୁଃସାହସିକ ଭାବେ ପହଁରି ତ୍ରିରଙ୍ଗା ଉଡାଇଲେ ଯୁବକ । ସମ୍ବଲପୁରରେ ଆଜି ଏମିତି ଦୃଶ୍ୟ ଦେଖୁବାକୁ ମିଳିଛି । ଜିଲ୍ଲାର କେତେକ ଯୁବକ ଆଜି ଏପରି ଦୁଃସାହସିକ ଭାବେ ତ୍ରିରଙ୍ଗା ଉଡାଇ ଚର୍ଚ୍ଚାରେ ରହିଛନ୍ତି ।

ମହାନଦୀରେ ଦୁଃସାହସିକ ଭାବେ ତ୍ରିରଙ୍ଗା ଉଡାଇ ଚର୍ଚ୍ଚାରେ ଯୁବକ
ସୂଚନା ଅନୁଯାୟୀ, ଆଜି(ସୋମବାର) ହୀରାକୁଦ ଡ୍ୟାମରୁ 34 ଟି ଗେଟ ଖୋଲା ଥିବା ବେଳେ ତଳମୁଣ୍ଡରେ ବନ୍ୟାଜଳରେ ମହାନଦୀ ଉଛୁଳୁଥିବା ନେଇ ଜଣାପଡିଛି । ତେବେ ସମ୍ବଲପୁରର କେତେକ ଯୁବକ ଏହି ବନ୍ୟାଜଳ ପରିପୂର୍ଣ୍ଣ ମହାନଦୀ ଗର୍ଭରେ ପହଁରି ତ୍ରିରଙ୍ଗା ଉଡାଇଛନ୍ତି ସମ୍ବଲପୁରର କେତେକ ଯୁବକ। ଏମାନଙ୍କ ମଧ୍ୟରୁ କେତେକ ଟ୍ୟୁବ ସହ ପହଁରୁଥିବା ବେଳେ କେତେକ ବିନା ଟ୍ୟୁବରେ ପହଁରି ତ୍ରିରଙ୍ଗା ଉଡାଇ ଥିଲେ । ଭାରତ ମାତା କି ଜୟ ଆଉ ବନ୍ଦେ ମତାରମ ନାରା ଦେଇ ଏହି ଯୁବକମାନେ ତ୍ରିରଙ୍ଗା ଉଡାଇଥିଲେ । ଯୁବକମାନଙ୍କ ଏଭଳି ନିଆରା ତ୍ରିରଙ୍ଗା ଯାତ୍ରାକୁ ନେଇ ସମ୍ବଲପୁରରେ ଚର୍ଚ୍ଚା ହେଉଛି ।ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.