ETV Bharat / state

ବୁର୍ଲାରେ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ

ବୁର୍ଲା ମେଡିକାଲରେ ଜଣେ ସ୍ବାଇନ ଫ୍ଲୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ ମେଡିକାଲ ପ୍ରଶାସନ ତରଫରୁ ରୋଗୀଙ୍କ ନାମ ଓ ପରିଚୟ ଗୁପ୍ତ ରଖାଯାଇଛି

author img

By

Published : Mar 10, 2019, 11:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ବୁର୍ଲା ମେଡିକାଲରେ ଜଣେ ସ୍ବାଇନ ଫ୍ଲୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତାଙ୍କୁ ଏକ ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଛି । ତେବେ ମେଡିକାଲ ପ୍ରଶାସନ ତରଫରୁ ରୋଗୀଙ୍କ ନାମ ଓ ପରିଚୟ ଗୁପ୍ତ ରଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଖବର ମୁତାବକ, ଗତ 3ଦିନ ତଳେ ଏହି ରୋଗୀ ଜଣକ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ରକ୍ତ ପରୀକ୍ଷା ହେବା ପରେ ସେ ସ୍ବାଇନଫ୍ଲୁରେ ଆକ୍ରାନ୍ତ ଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.