ETV Bharat / state

ବିଧବା ମହିଳାଙ୍କୁ ପନିକିରେ ହାଣି ନିର୍ମମ ହତ୍ୟା, ପୂର୍ବ ଶତୃତା ସନ୍ଦେହ

ରେଢ଼ାଖୋଲ ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ପନିକିରେ ହାଣି ହତ୍ୟା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ହୋଇଛି ଅଭିଯୋଗ। ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଧବା ମହିଳାଙ୍କୁ ପନିକିରେ ହାଣି ହତ୍ୟା

author img

By

Published : Sep 6, 2021, 1:49 PM IST

ସମ୍ବଲପୁର: ରେଢ଼ାଖୋଲ ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ପନିକିରେ ହାଣି ହତ୍ୟା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ । ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡା ମାଲ ଗାଁର ମୁଣ୍ଡାପଡାରେ ଘଟିଛି ଏଭଳି ଘଟଣା। ମୃତକ ଜଣକ ହେଲେ ବନୁତା ମିରଧା। ଗତ ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନିତାଙ୍କର ତାଙ୍କ ପଡୋଶୀଙ୍କ ସହ ଝଗଡା ହୋଇଥିଲା। ଏହା ପରେ ଉତ୍ତେଜନା ବଢିବାରୁ ତାଙ୍କ ପଡୋଶୀଙ୍କ ପରିବାରର 3 ଜଣ ସଦସ୍ୟ ତାଙ୍କୁ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଧବା ମହିଳାଙ୍କୁ ପନିକିରେ ହାଣି ହତ୍ୟା

ଆଜି(ସୋମବାର) ସକାଳୁ ପୋଲିସ ଘଟଣା ସ୍ଥାନରେ ପହଞ୍ଚି 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ପ୍ରାରମ୍ଭିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣା ପଡ଼ିଛି ବୋଲି ଥାନା ଅଧିକାରୀ ସୁରୁବାବୁ ଛତ୍ରୀଆ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.