ETV Bharat / state

ଭିସୁଟ ରାଗିଂ ଘଟଣା: ରିପୋର୍ଟ ଦେଲେ ରେଜିଷ୍ଟ୍ରାର - ରିପୋର୍ଟ

କିଛି ଦିନ ତଳେ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲା ବୁର୍ଲା ଭିସୁଟର ରାଗିଂ ଘଟଣା । ତେବେ ମଙ୍ଗଳବାର ଘଟଣାରେ ରିପୋର୍ଟ ପ୍ରଦାନ କରିଛନ୍ତି ରେଜିଷ୍ଟ୍ରାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 27, 2019, 10:40 AM IST

ସମ୍ବଲପୁର: କିଛି ଦିନ ତଳେ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲା ବୁର୍ଲା ଭିସୁଟର ରାଗିଂ ଘଟଣା । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସରକାର ଏନେଇ ରିପୋର୍ଟ ମାଗିଥିଲେ । ତେବେ ମଙ୍ଗଳବାର ଘଟଣାରେ ରିପୋର୍ଟ ପ୍ରଦାନ କରିଛନ୍ତି ରେଜିଷ୍ଟ୍ରାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ରିପୋର୍ଟ ଅନୁଯାୟୀ ରାଗିଂରେ ମୁଖ୍ୟ ଭାବେ ସାମିଲ ଥିବା 10 ଜଣ ଛାତ୍ର ଓ ତାଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉଲ୍ଲେଖ ରହିଛି । ଏହାସହ ହଷ୍ଟେଲରେ ନିୟୋଜିତ ଥିବା 2 ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରାଯିବା ଓ ସିକ୍ୟୁରିଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଦର୍ଶାଯାଇଛି ।

ପ୍ରକାଶ ଯେ ଏହି ରାଗିଂ ଘଟଣାରେ ପୂର୍ବରୁ 10 ଜଣ ଛାତ୍ରଙ୍କୁ ଗୋଟିଏ ବର୍ଷ ପାଇଁ ପରୀକ୍ଷା ଦେବାରୁ ବାରଣ କରାଯିବା ସହ 52 ଜଣ ଛାତ୍ରକୁ 2 ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି ।

ସମ୍ବଲପୁରରୁ ବାହଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭିସୁଟ ଘଟଣା ର ରିପୋର୍ଟ ପ୍ରଦାନ କରିଛନ୍ତି ରେଜିଷ୍ଟାର। ବୁର୍ଲା ଭିସୁଟ ଇଂଜିନିୟରିଂ ବିଶ୍ୱ ବିଦ୍ୟାଳୟ ର ହଷ୍ଟେଲ ରେ ରେଗିଙ୍ଗ ହେଉଥିବା ଭିଡିଓ ଭାଇରଲ ହେବା ପରେ ଏହାର ରିପୋଟ ମାଗିଥିଲେ ସରକାର।Body:ବୁର୍ଲା ଭିସୁଟ ରେଗିଙ୍ଗ ମାମଲାର ରିପୋର୍ଟ ପ୍ରଦାନ କରିଛନ୍ତି ରେଜିଷ୍ଟାର।ଏଥିରେ ରେଗିଙ୍ଗ ରେ ମୁଖ୍ୟ ଭାବେ ସାମିଲ ଥିବା 10 ଛାତ୍ର ଓ ତାଙ୍କ ବିରୁଦ୍ଧରେ ନିଆଯାଇ ଥିବା କାର୍ଯ୍ୟାନୁଷ୍ଠାନ ନେଇ ଉଲ୍ଲେଖ ରହିଛି।ଏହା ସହ ହଷ୍ଟେଲ ରେ ନିୟୋଜିତ ଥିବା 2 ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରାଯିବା ସହ ସିକ୍ୟୁରୀଟି ସଂସ୍ଥା କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣା ପଡ଼ିଛି।Conclusion:ପୂର୍ବରୁ ଏହି ରେଗିଙ୍ଗ ଘଟଣାରେ 10 ଜଣ ଛାତ୍ର ଙ୍କୁ ଗୋଟିଏ ବର୍ଷ ପାଇଁ ପରୀକ୍ଷା ଦେବାରୁ ବାରଣ କରାଯିବା ସହ 52 ଜଣ ଛାତ୍ରକୁ 2 ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.