ସମ୍ବଲପୁର: ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଏକ ପୋଲ ଦବିଯାଇଛି । ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଲିପିଣ୍ଡା ଗାଁରେ । ତେବେ ଯୁଜୁମୁରା ବ୍ଲକ ଲିପିଣ୍ଡା-ଆମ୍ଭମାଳ ଗାଁକୁ ସଂଯୋଗ କରୁଥିବା ବ୍ରିଜରେ ଏପରି ସ୍ଥିତି ଉପୁଜିଥିବା ଜଣାପଡିଛି ।
ଦବିଲା ନିର୍ମାଣାଧୀନ ପୋଲ, ନିମ୍ନମାନର କାମ ନେଇ ଗ୍ରାମବାସୀଙ୍କ ଅଭିଯୋଗ - ନିର୍ମାଣଧିନ ପୋଲ ଭାଙ୍ଗିବା ଖବର ସମ୍ବଲପୁର
ସମ୍ବଲପୁରରେ ନିମ୍ନମାନର ବ୍ରିଜ୍ କାର୍ଯ୍ୟ ଚାଲୁଥିବା ଅଭିଯୋଗ । ଅଭିଯୋଗକୁ ଠିକାସଂସ୍ଥା ଇଞ୍ଜିନିୟରଙ୍କ ଖଣ୍ଡନ । ଅଧିକ ପଢନ୍ତୁ...
![ଦବିଲା ନିର୍ମାଣାଧୀନ ପୋଲ, ନିମ୍ନମାନର କାମ ନେଇ ଗ୍ରାମବାସୀଙ୍କ ଅଭିଯୋଗ ଦବିଲା ନିର୍ମାଣାଧୀନ ପୋଲ, ନିମ୍ନମାନର କାମନେଇ ଗ୍ରାମବାସୀଙ୍କ ଅଭିଯୋଗ](https://etvbharatimages.akamaized.net/etvbharat/prod-images/768-512-9902468-thumbnail-3x2-bridge.jpg?imwidth=3840)
ନଦବିଲା ନିର୍ମାଣାଧୀନ ପୋଲ, ନିମ୍ନମାନର କାମନେଇ ଗ୍ରାମବାସୀଙ୍କ ଅଭିଯୋଗ
ସମ୍ବଲପୁର: ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଏକ ପୋଲ ଦବିଯାଇଛି । ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଲିପିଣ୍ଡା ଗାଁରେ । ତେବେ ଯୁଜୁମୁରା ବ୍ଲକ ଲିପିଣ୍ଡା-ଆମ୍ଭମାଳ ଗାଁକୁ ସଂଯୋଗ କରୁଥିବା ବ୍ରିଜରେ ଏପରି ସ୍ଥିତି ଉପୁଜିଥିବା ଜଣାପଡିଛି ।
ଦବିଲା ନିର୍ମାଣାଧୀନ ପୋଲ, ନିମ୍ନମାନର କାମନେଇ ଗ୍ରାମବାସୀଙ୍କ ଅଭିଯୋଗ
ଦବିଲା ନିର୍ମାଣାଧୀନ ପୋଲ, ନିମ୍ନମାନର କାମନେଇ ଗ୍ରାମବାସୀଙ୍କ ଅଭିଯୋଗ