ETV Bharat / state

ଜାତୀୟ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚତତା

ଅନିଶ୍ଚତତା ଭିତରେ ଜାତୀୟ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମ। ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ଦାବି ପୂରଣ ପାଇଁ ଏବେ ରାଜରାସ୍ତାକୁ ଓହ୍ଲାଇ ଥିବା ବେଳେ ଆଗକୁ ହେବାକୁ ଥିବା ଜାତୀୟ କୃମିନାଶକ ଓ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ପ୍ରଶ୍ନଉଠିଛି।

author img

By

Published : Feb 6, 2019, 11:56 PM IST

Updated : Feb 9, 2019, 5:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଭୁବନେଶ୍ୱର: ଆଗକୁ ଜାତୀୟ କୃମିନାଶକ ଓ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମ । ହେଲେ ଏହି କାର୍ଯ୍ୟ ସୂଚାରୁ ରୂପରେ ହେବ ନାଁ ତାକୁ ନେଇ ଦେଖାଦେଇଛି ସନ୍ଦେହ। କାରଣ ଏହି କାର୍ଯ୍ୟକୁ ପରିଚାଳନା କରୁଥିବା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ଏବେ ରାଜରାସ୍ତାରେ । ନିୟମିତ ଦରମା, ମେଡିକାଲ ସୁବିଧା ଭଳି ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ସେମାନେ ଧାରଣା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
undefined

କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ବ୍ୟବସ୍ଥା କରିବା, ଦରମା ବୃଦ୍ଧି ଯଦି ଆଗାମୀ ଦିନରେ କରାନଯାଏ ତାହାଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି କର୍ମଚାରୀ ସଂଘ।

ଯଦି ଏହି ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ଆଗକୁ ଏଭଳି ଧାରଣାରେ ବସି ରୁହନ୍ତି ତେବେ ଚଳିତ ବର୍ଷ ହାରାହାରି 80 ଲକ୍ଷରୁ ଊର୍ଦ୍ଧ୍ଵ ଶିଶୁ କୃମି ଔଷଧ ଖାଇବାରୁ ବଞ୍ଚିତ ହେବେ। ଏଥିସହ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମ କିପରି ହେବେ ତାଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ବଡବାପା ସହ ମଦ୍ୟପ ପୁତୁରାର ଝଗଡା, ବଳି ପଡିଗଲେ ଖୁଡି

ବାଲେଶ୍ୱର: ମଦ୍ୟପ ପୁତୁରାର ଉନ୍ମତକାଣ୍ଡ । ବଡବାପା ଓ ପୁତୁରା ଝଗଡା ଛଡାଇବାକୁ ଯାଇ ବଳି ପଡିଗଲେ ଖୁଡି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଘୁନାଥପୁର ଗ୍ରାମରେ । 

ଏହି ଗ୍ରାମରେ ଚିତ୍ତରଞ୍ଜନ ମୁଖି ପାରିବାରିକ କଳହକୁ ନେଇ ବଡବାପାକୁ ଜୋତାରେ ମାରୁଥିବା ଦେଖି ଖୁଡି ପାର୍ବତୀ ମୁଖି ଛଡାଇବା ପାଇଁ ଯାଇଥିଲା । ଏହାପରେ ପୁତୁରା ଚିତ୍ତରଞ୍ଜନ ବଡବାପାକୁ ଛାଡି ଖୁଡିକୁ ବାଡିରେ ମାରିବା ସହିତ ତଣ୍ଟିକୁ ଚିପି ଧରିଥିଲା । ସେଠାରେ ମହିଳା ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ଖଇରା ମେଡିକାଲକୁ ଆଣିଥିଲେ ।

ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖଇରା ଥାନାଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚିତ୍ତରଞ୍ଜନକୁ ଗିରଫ କରିବା ସହିତ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ

Conclusion:
Last Updated : Feb 9, 2019, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.