ETV Bharat / state

ଭୀମସାରରେ 2 ଶିଶୁ କୋଭିଡ ସଂକ୍ରମିତ

author img

By

Published : Aug 14, 2021, 5:14 PM IST

ଭୀମସାରରେ ୨ ଶିଶୁ କୋଭିଡ ଆକ୍ରାନ୍ତ ଚିହ୍ନଟ । ଉଭୟ ଶିଶୁ ବୁର୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଭୀମସାରରେ 2 ଶିଶୁ କୋଭିଡ ସଂକ୍ରମିତ
ଭୀମସାରରେ 2 ଶିଶୁ କୋଭିଡ ସଂକ୍ରମିତ

ସମ୍ବଲପୁର: ଭୀମସାରରେ ୨ ଶିଶୁ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ବୁର୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ବୁର୍ଲା ଭୀମସାର ମେଡିକାଲର ଅଧିକ୍ଷକ ଲାଲ ମୋହନ ନାଏକ ସୂଚନା ଦେଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ମାସର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ ଅଛନ୍ତି । ଦୁଇ ଶିଶୁଙ୍କୁ ବୁର୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.