ETV Bharat / state

ଜଟିଳ ହେବ ସମୀକରଣ, ଭୋଟରଙ୍କ ନଜରରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀ - Voter

ବିଧାନସଭା ଆସନରେ 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ହେଲେ ଏହି ସିଟରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବ ଦ୍ଵିମୁଖୀ ଲଢେଇ । ବିଜେଡିର ରାସେଶ୍ବରୀ ପାଣିଗ୍ରାହୀ ଓ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ହେବ କାଁଟେ କି ଟକ୍କର ।

ଭିିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Apr 19, 2019, 11:28 PM IST

ସମ୍ବଲପୁର: ବିଧାନସଭା ଆସନରେ 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ହେଲେ ଏହି ସିଟରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବ ଦ୍ଵିମୁଖୀ ଲଢେଇ । ବିଜେଡିର ରାସେଶ୍ବରୀ ପାଣିଗ୍ରାହୀ ଓ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ହେବ କାଁଟେ କି ଟକ୍କର । ରାସେଶ୍ବରୀ ନିଜର ନିର୍ବିବାଦୀୟ ଛବି, ଗତ 5 ବର୍ଷରେ ଜିଲ୍ଲାରେ ହୋଇଥିବା ବିକାଶକୁ ମୁଦ୍ଦା କରି ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତୀକୁ ପାଥେୟ କରି ବିଜୟୀ ହେବାର ଲକ୍ଷ୍ୟ ରଖିଛନ୍ତି। ତେବେ ପୂର୍ବ କଥାକୁ ଯଦି ମନେପକାଇବା ଟିକେଟ ବଣ୍ଟନ ପରେ ରାସେଶ୍ବରୀଙ୍କ ପ୍ରତି ବିଦ୍ରୋହ ମଧ୍ୟ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ରସେଶ୍ବରୀଙ୍କ ବିଜୟ ରାସ୍ତା ମଧ୍ୟ ସହଜ ନୁହେଁ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ବିଧାନସଭା ଆସନରେ 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ହେଲେ ଏହି ସିଟରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବ ଦ୍ଵିମୁଖୀ ଲଢେଇ । ବିଜେଡିର ରାସେଶ୍ବରୀ ପାଣିଗ୍ରାହୀ ଓ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ହେବ କାଁଟେ କି ଟକ୍କର । ରାସେଶ୍ବରୀ ନିଜର ନିର୍ବିବାଦୀୟ ଛବି, ଗତ 5 ବର୍ଷରେ ଜିଲ୍ଲାରେ ହୋଇଥିବା ବିକାଶକୁ ମୁଦ୍ଦା କରି ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଭାବମୂର୍ତ୍ତୀକୁ ପାଥେୟ କରି ବିଜୟୀ ହେବାର ଲକ୍ଷ୍ୟ ରଖିଛନ୍ତି। ତେବେ ପୂର୍ବ କଥାକୁ ଯଦି ମନେପକାଇବା ଟିକେଟ ବଣ୍ଟନ ପରେ ରାସେଶ୍ବରୀଙ୍କ ପ୍ରତି ବିଦ୍ରୋହ ମଧ୍ୟ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ରସେଶ୍ବରୀଙ୍କ ବିଜୟ ରାସ୍ତା ମଧ୍ୟ ସହଜ ନୁହେଁ।

ଅନ୍ୟପଟେ ବିଜୟର ଅନ୍ୟତମ ପ୍ରବଳ ଦାବିଦାର ବିଜେପିର ଜୟନାରାୟଣ ମିଶ୍ର। ମୋଦିଙ୍କ ଲୋକପ୍ରିୟତା ନେଇ ବିଜୟ ସିଡ଼ି ଚଢ଼ିବାକୁ ଚେଷ୍ଟା କରୁଛି ବିଜେପି। ଏହା ସହ ବିଜେପିର ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କ ପ୍ରତି ଭଲ ଭାବ ଥିବାରୁ ବିଜେପିର ବିଜୟକୁ ରାଜନୀତି ସମୀକ୍ଷକ ଏଡାଇ ପାରୁନାହାଁନ୍ତି। ହେଲେ ବିଜେପିରେ ମଧ୍ୟ କନ୍ଦଳ ଥିବାରୁ ଏଥର ରାଜନୈତିକ ସମୀକରଣ ଆହୁରି ଜଟିଳ ହେଉଛି । ଅନ୍ୟପଟେ କଂଗ୍ରେସରେ ନୂଆ କରି ଯୋଗଦେଇଥିବା ଚର୍ଚ୍ଚିତ ଚେହେରା ଅଶ୍ବିନୀ ପୂଜାହାରୀଙ୍କ ଉପରେ ଦଳ ଭରଷା କରିଛି। ସେହିଭଳି ସ୍ବାଧୀନ ପ୍ରାର୍ଥୀ ଜୟବ୍ରତ ଦେ ଙ୍କ ଉପରେ ମଧ୍ୟ ଭୋଟରଙ୍କ ନଜର ରହିଛି।

ତେବେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ 2 ଦିନିଆ ସମ୍ବଲପୁର ଗସ୍ତ ଓ ରୋଡ଼ ଶୋ । ହେଭିୱେଟଙ୍କ ଘନଘନ ଗସ୍ତ ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଭୋଟରଙ୍କ ଉପରେ କି ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡିବ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.