ETV Bharat / state

ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କଳାବ୍ୟାଚ ପିନ୍ଧିଲେ ହାଉସ ସର୍ଜନ - ଭିମସାରରେ ଡାକ୍ତରଙ୍କକଳା ବ୍ୟାଚ ପରିଧାନ ନ୍ଯୁଜ

ଷ୍ଟାଇପେଣ୍ଡ ବୃଦ୍ଧି ଦାବି ନେଇ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି ବୁର୍ଲା ଭୀମସାର ମେଡ଼ିକାଲର ହାଉସ ସର୍ଜନ ଡାକ୍ତର । ଅଧିକ ପଢନ୍ତୁ...

ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କଳାବ୍ୟାଚ ପିନ୍ଧିଲେ ହାଉସ ସର୍ଜନ

author img

By

Published : Jan 24, 2021, 4:14 PM IST

ସମ୍ବଲପୁର: ଷ୍ଟାଇପେଣ୍ଡ ବୃଦ୍ଧି ଦାବି ନେଇ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି ବୁର୍ଲା ଭୀମସାର ମେଡ଼ିକାଲର ହାଉସ ସର୍ଜନ ଡାକ୍ତର। ଆସନ୍ତା ୨୮ ତାରିଖ ଭିତରେ ଯଦି ଷ୍ଟାଇପେଣ୍ଡ ବୃଦ୍ଧି ନେଇ ସରକାର ପକ୍ଷରୁ କୌଣିସ ନିଷ୍ପତ୍ତି ନ ନିଆଯାଉଛି ତେବେ ଆଗାମୀ ୨୮ ତାରିଖରୁ କାର୍ଯ୍ଯବନ୍ଦ ଆନ୍ଦୋଳନ ହେବ ବୋଲି ଭୀମସାର ହାଉସ ସର୍ଜନ ସଂଘ ପକ୍ଷରୁ ସୂଚନା ଦିଆଯାଇଛି |

ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କଳାବ୍ୟାଚ ପିନ୍ଧିଲେ ହାଉସ ସର୍ଜନ

ହାଉସ ସର୍ଜନଙ୍କ ଅଭିଯୋଗ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ସେମାନଙ୍କର ଷ୍ଟାଇପେଣ୍ଡ ବୃଦ୍ଧି ହେବା କଥା ମାତ୍ରା ଚଳିତ ବର୍ଷ ତାହା ବୃଦ୍ଧି ହୋଇ ନାହିଁ | ଏନେଇ ସଂଘ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦାବି ପତ୍ର ମଧ୍ୟ ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ତାହା ପୂରଣ ନହେବାରୁ ବର୍ତ୍ତମାନ କଳାବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି ହାଉସ ସର୍ଜନ ଡାକ୍ତର| ତେବେ ଦାବି ପୂରଣ ନହେଲେ ଆସନ୍ତା ୨୮ ତାରିଖରେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ହାଉସ ସର୍ଜନ ସଂଘ ପକ୍ଷରୁ ଚେତେବନୀ ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.