ETV Bharat / state

ସମ୍ବଲପୁର ପୋଲିସକୁ ସଫଳତା, 7 କୁଖ୍ୟାତ ଲୁଟେରା ଗିରଫ - ସମ୍ବଲପୁର ପୋଲିସକୁ ସଫଳତା

ସମ୍ବଲପୁର ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଭିନ୍ନ ଭିନ୍ନ 3 ଟି ମାମଲାରେ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପଢନ୍ତୁ ଅଧିକ...

ସମ୍ବଲପୁର ପୋଲିସକୁ ସଫଳତା , ଗିରଫ ହେଲେ ବିଭିନ୍ନ ମାମଲାର 7 ଅଭିଯୁକ୍ତ

author img

By

Published : Nov 11, 2020, 6:52 PM IST

ସମ୍ବଲପୁର: ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଭିନ୍ନ ଭିନ୍ନ 3 ଟି ମାମଲାରେ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ଏନେଇ ଏସଡିପିଓ ତପନ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବଲପୁର ପୋଲିସକୁ ସଫଳତା , ଗିରଫ ହେଲେ ବିଭିନ୍ନ ମାମଲାର 7 ଅଭିଯୁକ୍ତ

ଅଭିଯୁକ୍ତ ମାନେ ଚେନ ଲୁଟ, ଦାଦାବଟି ଆଦାୟ ଭଳି ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି । ସୁନା ଚେନ ଲୁଟ ମାମଲାରେ ଅଇଁଠାପାଲି ପୋଲିସ ଖରିଆର ଅଞ୍ଚଳରୁ ହାଇଦର ଅଲ୍ଲୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏହି ରାକେଟରେ ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ କାର୍ଯ୍ୟ କରୁଥିବାର ପୋଲିସ ସୂଚନା ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚଲିଥିବା ଜଣାପଡିଛି । ସେହିପରି ଦାଦାବଟି ଆଦାୟ ଅଭିଯୋଗରେ 4 ଜଣଙ୍କୁ ଓ ନକଲି କଫ ସିର କାରବାର ମାମଲାରେ 2 ଜଣ ଗିରଫ ହୋଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.