ETV Bharat / state

ED Action: ସମ୍ବଲପୁର ଯୁବ କଂଗ୍ରେସର ବିକ୍ଷୋଭ

author img

By

Published : Jul 27, 2022, 10:51 PM IST

ସମ୍ବଲପୁରରେ ଯୁବ କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ। ରାହୁଲ ଗାନ୍ଧୀଙ୍କ ପ୍ରତି ଦିଲ୍ଲୀ ପୋଲିସ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରି ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଗୋଲବଜାର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଫଟୋଚିତ୍ର ପୋଡିଛି କଂଗ୍ରେସ । ଅଧିକ ପଢନ୍ତୁ

ED Action: ସମ୍ବଲପୁର ଯୁବ କଂଗ୍ରେସର ବିକ୍ଷୋଭ
ED Action: ସମ୍ବଲପୁର ଯୁବ କଂଗ୍ରେସର ବିକ୍ଷୋଭ

ସମ୍ବଲପୁର: ସମ୍ବଲପୁରରେ ଯୁବ କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ। ରାହୁଲ ଗାନ୍ଧୀଙ୍କ ପ୍ରତି ଦିଲ୍ଲୀ ପୋଲିସ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରି ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଗୋଲବଜାର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଫଟୋଚିତ୍ର ପୋଡିଛି କଂଗ୍ରେସ ।

ସମ୍ବଲପୁରରେ ଜିଲ୍ଲା ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ। ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ଵହିଦାର ଙ୍କ ନେତୃତ୍ୱରେ ଗୋଲବଜାର ଛକ ଠାରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାର ଙ୍କ ଇଙ୍ଗିତ ରେ E.D ଆକ୍ରୋଶମୂଳକ ଭାବେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ। ଏହି ଅଭିଯୋଗ ରେ ଆଜି ଯୁବ କଂଗ୍ରେସ କର୍ମୀ କେନ୍ଦ୍ର ବିରୋଧୀ ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କ ଫଟୋଚିତ୍ର ପୋଡିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ଵହିଦାର,ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଆଶୁତୋଷ ସ୍ୱାଇଁ ଙ୍କ ସହ ବହୁ କର୍ମୀ ସାମିଲ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.