ETV Bharat / state

ଘରୋଇ ଉପଚାର ନେଇ ଆଧାରିତ ପୁସ୍ତକ ଲେଖିଲେ ସମ୍ବଲପୁର ଯୁବ ବୈଜ୍ଞାନିକ - ଘରୋଇ ଉପଚାର ପୁସ୍ତକ ଲେଖିଲେ ଯୁବ ବୈଜ୍ଞାନିକ

ଔଷଧୀୟ ବୃଷ ଓ ଘରୋଇ ଉପଚାର ଉପରେ ଆଧାରିତ ପୁସ୍ତକ ଲେଖିଲେ ସମ୍ବଲପୁରର 3 କୃଷି ବୈଜ୍ଞାନିକ । ଏହାର ନାମ ରହିଛି Advances in Herbal Pharmacy । ଅଧିକ ପଢନ୍ତୁ

ଘରୋଇ ଉପଚାର ନେଇ ଆଧାରିତ ପୁସ୍ତକ ଲେଖିଲେ ସମ୍ବଲପୁର  ଯୁବ ବୈଜ୍ଞାନିକ

author img

By

Published : Dec 29, 2022, 1:01 PM IST

ସମ୍ବଲପୁର: ଔଷଧୀୟ ବୃକ୍ଷ ଓ ଏହାର ଘରୋଇ ଉପଚାର ଉପରେ ଆଧାରିତ ପୁସ୍ତକ ଲେଖିଲେ ସମ୍ବଲପୁରର କେତେକ ଯୁବ କୃଷି ବୈଜ୍ଞାନିକ । ପୂର୍ବରୁ ବୃକ୍ଷର ସ୍ପନ୍ଦନ ମାପିବାକୁ ରିଦମୋମିଟର ଯନ୍ତ୍ର ଉଦ୍ଭାବନ କରିଥିବା ଏହି ବୈଜ୍ଞାନିକ ମାନେ ବର୍ତ୍ତମାନ ଏହି ପୁସ୍ତକ ରଚନା କରିଥିବା ବେଳେ ଏହାକୁ ସମ୍ବଲପୁରର ଜଣାଶୁଣା କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା ଉନ୍ମୋଚନ କରିଛନ୍ତି ।

ଔଷଧୀୟ ବୃଷ ଓ ଘରୋଇ ଉପଚାର ଉପରେ ଆଧାରିତ ପୁସ୍ତକ ଲେଖିଲେ ସମ୍ବଲପୁରର 3 କୃଷି ବୈଜ୍ଞାନିକ । ଆମ ଆଖପାଖରେ ଥିବା ଔଷଧୀୟ ବୃକ୍ଷ ଓ ଏହା କେଉଁ ରୋଗରେ କାମ ଆସେ ଏନେଇ ବହୁ ଲୋକ ଅନଭିଜ୍ଞ । ତେଣୁ ଏହି ସବୁ ଉପରେ ଲୋକଙ୍କୁ ସୂଚନା ଦେବା ଉଦ୍ଦେଶ୍ୟରେ ସମ୍ବଲପୁରର 3 ଜଣ ଯୁବ ବୈଜ୍ଞାନିକ ଅକ୍ଷୟ କୁମାର ମିଶ୍ର,ଐଶ୍ୱର୍ଯ୍ୟ ଖମାରୀ ଓ ଦେବାଶିଷ ଗରତିଆ ଏହି ପୁସ୍ତକ ଲେଖିଛନ୍ତି । ଏହାର ନାମ " Advances in Herbal Pharmacy' ।

ଗତକାଲି ସମ୍ବଲପୁର ଖଣ୍ଡୁଆଲ ସ୍ଥିତ "DR Biotech" ଲ୍ୟାବ ଠାରେ ଯୁବ କୃଷି ବୈଜ୍ଞାନିକ ଦିବ୍ୟରାଜ ବେରିହା ଏହାର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ "Botany" ଓ Pharmacy ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି କହିଛନ୍ତି ଯୁବ ବୈଜ୍ଞାନିକ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.