ETV Bharat / state

ଶାସନ କଲେଜ ରାଗିଂ ଘଟଣା; କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ସମ୍ବଲପୁର ଏସ୍‌ପି - ଯୁକ୍ତଦୁଇ ଛାତ୍ରଙ୍କୁ ମାଡ଼ମରା ଘଟଣା

ଶାସନରେ ଛାତ୍ରଙ୍କୁ ହୋଇଥିବା ରାଗିଂ ଓ ମାଡ଼ମରା ଘଟଣାକୁ ଗୁରୁତର ସହ ନେଇଛି ସମ୍ବଲପୁର ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି କନୱର ବିଶାଳ ସିଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 17, 2019, 7:35 PM IST

ସମ୍ବଲପୁର: ଶାସନ ସ୍ଥିତ ଘରୋଇ କଲେଜ ରାଗିଂ ତଥା ଯୁକ୍ତଦୁଇ ଛାତ୍ରଙ୍କୁ ମାଡ଼ମରା ଘଟଣା ନେଇ ସମ୍ବଲପୁର ଏସପି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାକୁ ଅତି ଗୁରୁତର ସହ ନିଆଯାଇଥିବା କହିଛନ୍ତି ଏସପି । ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି କନୱର ବିଶାଲ ସିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ଘଟଣାର ପ୍ରତ୍ୟେକ ଦିଗର ତର୍ଜମା କରାଯାଉଛି, ପ୍ରାଥମିକ ତଦନ୍ତରୁ କୌଣସି ସ୍ପଷ୍ଟ କାରଣ ଜଣା ପଡୁନଥିଲେ ମଧ୍ୟ ପ୍ରତ୍ୟେକ ଦିଗକୁ ଫୁଙ୍ଖାନୁଫୁଙ୍ଖ ଭାବେ ଦେଖା ଯାଉଛି । ଅନ୍ୟପଟେ ଏହି ଘଟଣାରେ ଯଦି କୌଣସି କଲେଜ କର୍ତ୍ତୃପକ୍ଷ ବା କର୍ମଚାରୀଙ୍କ ସମ୍ପୃକ୍ତି ଥିବ ତାହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ପୀଡିତ ଛାତ୍ରଙ୍କ ପରିବାର ଏସପିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଶାସନ ସ୍ଥିତ ବେଦିକ କଲେଜ ରେଗିଙ୍ଗ ବା ଯୁକ୍ତ ଦୁଇ ଛତ୍ରଙ୍କୁ ସହପାଠୀ ଙ୍କ ମାଡ଼ ଘଟଣା ନେଇ ସମ୍ବଲପୁର ଏସପି ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ଘଟଣା କୁ ଅତି ଗୁରୁତ୍ୱର ସହ ନିଆଯାଇଛି ବୋଲି କହିଛନ୍ତି। ଦୋଷୀ ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ ପି କହିଛନ୍ତି।

Body:ଏହି ଘଟଣା ର ପ୍ରତ୍ୟେକ ଦିଗର ତର୍ଜମା କରାଯାଉଛି ,ପ୍ରାଥମିକ ତଦନ୍ତ ରୁ କୋୖଣସି ସ୍ପଷ୍ଟ କାରଣ ଜଣା ପଡୁନଥିଲେ ମଧ୍ୟ ପ୍ରତ୍ୟେକ ଦିଗର କୁ ଫୁଙ୍ଖାନୁଫୁଙ୍ଖ ଭବେ ଦେଖା ଯାଉଛି ବୋଲି ଏସପି କହିଛନ୍ତି।ଅନ୍ୟପଟେ ଏହି ଘଟଣାରେ ଯଦି କୋୖଣସି କଲେଜ କତ୍ତୃପକ୍ଷ ବା କର୍ମଚାରୀଙ୍କ ସମ୍ପୃକ୍ତି ବାହାରେ ତାହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଏସପି କହିଛନ୍ତି।

Conclusion:ଏନେଇ କଲେଜ କତ୍ତୃପକ୍ଷ କିଛିବି ପ୍ରତିକ୍ରିୟା ରାଖୀନଥିବା ବେଳେ ପୀଡିତ ଛାତ୍ର ଙ୍କ ପରିବାର ଏସପି ଙ୍କୁ ଭେଟିଛନ୍ତି।

ବାଇଟ-1- କନବର ବିଶାଳ ସିଂ।ଏସପି, ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.