ETV Bharat / state

ବେଆଇନ ପାଉଁଶ ଗଦା ମାମଲା, ଏନଜିଟିକୁ ରିପୋର୍ଟ ଦେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ

author img

By

Published : Aug 6, 2019, 11:56 PM IST

ବାବୁ ଚକୁଳି ଗାଁ ମେନକା ପଡାର ଜଙ୍ଗଲ ଜମିରେ ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଳିକ କଂପାନୀ ନାଁରେ ବେଆଇନ ଭାବେ ପାଉଁଶ ଗଦେଇବା ଅଭିଯୋଗ ହୋଇଥିଲା । ପରେ ଏନେଇ ଏନଜିଟିକୁ ରିପୋର୍ଟ ଦେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ବେଆଇନ ପାଉଁଶ ଗଦା ଘଟଣାରେ ଏନଜିଟିକୁ ରିପୋର୍ଟ ଦେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାର ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଳିକ କଂପାନୀ ବେଆଇନ ଭାବେ ପାଉଁଶ ଗଦା କରିବା ନେଇ ଏନଜିଟିରେ ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ବେଆଇନ ପାଉଁଶ ଗଦା ଅଭିଯୋଗ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏନଜିଟିକୁ ଜଏଣ୍ଟ କମିଟି ରିପୋର୍ଟ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ବାବୁ ଚକୁଳି ଗାଁ ମେନକା ପଡାର ଜଙ୍ଗଲ ଜମିରେ ଏହି କମ୍ପାନୀ 7 ଟି ସ୍ଥାନରେ ବେଆଇନ ପାଉଁଶ ଗଦା କରିଥିବା ଏନଜିଟିରେ ଅଭିଯୋଗ ହୋଇଥିଲା ।

ଏହି କ୍ରମରେ ଏନଜିଟିର ନିର୍ଦ୍ଦେଶାନୁସାରେ ଗତ 2ତାରିଖରେ ଜିଲ୍ଲା ପ୍ରଶାସନର ଏକ ଜଏଣ୍ଟ କମିଟି ଘଟଣା ସ୍ଥଳ ପରିଦର୍ଶନ କରିଥିଲା । ଏହାପରେ ଏକ ରିର୍ପୋଟ ପ୍ରସ୍ତୁତ କରି ଏନଜିଟିକୁ ପ୍ରଦାନ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଳିକ କଂପାନୀ ର ବେଆଇନ ପାଉଁଶ ଗଦା ଘଟଣାରେ ଏନ ଜି ଟି କୁ ରିପୋଟ ଦେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ।

Body:ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଳିକ କଂପାନୀ ର ବେଆଇନ ପାଉଁଶ ଗଦା ଅଭିଯୋଗ ଘଟଣାରର ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏନ ଜି ଟି କୁ ଜଏଂଣ୍ଟ କମିଟି ରିପୋଟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ବାବୁ ଚକୁଳି ଗାଁ ମେନକା ପଡ଼ାର ଜଙ୍ଗଲ ଜମିରେ ଏହି କମ୍ପାନୀ 7 ଟି ସ୍ଥାନରେ ବେଆଇନ ପାଉଁଶ ଗଦା କରିଥିବାର ଏନ ଜି ଟି ରେ ଅଭିଯୋଗ ହୋଇଥିଲା ।ଏହି କ୍ରମରେ ଏନ ଜିଟିର ନିର୍ଦେଶ କ୍ରମେ ଗତ 2 ତାରିଖରେ ଜିଲ୍ଲା ପ୍ରଶାସନ ର ଏକ ଜଏଣ୍ଟ କମିଟି ଘଟଣା ସ୍ଥଳ ପରିଦର୍ଶନ କରି ଏକ ରିପୋଟ ପ୍ରସ୍ତୁତ କରି ଏନ ଜିଟି କୁ ଦେଇଛି ଯାହା ଆସନ୍ତା 7 ତାରିଖରେ ପୁଟ ଅଫ ହେବ।

Conclusion:ଏହି ଜଏଣ୍ଟ କମିଟିରେ ସମ୍ବଲପୁର ଜିଲ୍ଳାପାଳ, ଦିଏଫଓ ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ବୈଜ୍ଞାନିକ ସାମିଲ ଥିଲେ।

ବାଇଟ-1-ଶୁଭମ ଶକସେନା, ଜିଲ୍ଲାପାଳ।
ବାଇଟ-2-ଡା ସଞ୍ଜିତ, ଡିଏଫଓ,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.