ETV Bharat / state

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା, ମୁହଁ ଖୋଲିଲେ ସମ୍ବଲପୁର ଜେଲ ଡିଆଇଜି

ଗ୍ୟାଙ୍ଗଷ୍ଟର ହାଇଦର ପ୍ରସଙ୍ଗରେ ମୁହଁ ଖୋଲିଲେ ସମ୍ବଲପୁର ଜେଲ ଡିଆଇଜି। ହାଇଦର ଫେରାର ହେବା ପୂର୍ବରୁ 2 ଥର କଟକ ଏସସିବିକୁ ଚିକିତ୍ସା ପାଇଁ ଯାଇଥିଲା। ଅଧିକ ପଢନ୍ତୁ...

ମୁହଁ ଖୋଲିଲେ ସମ୍ବଲପୁର ଜେଲ ଡିଆଇଜି
ମୁହଁ ଖୋଲିଲେ ସମ୍ବଲପୁର ଜେଲ ଡିଆଇଜି
author img

By

Published : Apr 12, 2021, 12:58 PM IST

ସମ୍ବଲପୁର: ଫେରାର ଗ୍ୟାଙ୍ଗଷ୍ଟର ହାଇଦର ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ମୋଡ଼। ମୁହଁ ଖୋଲିଲେ ସମ୍ବଲପୁର ଜେଲ ଡିଆଇଜି। ହାଇଦର ଫେରାର ହେବା ପୂର୍ବରୁ 2 ଥର କଟକ ଏସସିବିକୁ ଚିକିତ୍ସା ପାଇଁ ଯାଇଥିଲା।

ମୁହଁ ଖୋଲିଲେ ସମ୍ବଲପୁର ଜେଲ ଡିଆଇଜି

ଏହାସହ ସେ କହିଛନ୍ତି ଯେ, ଜେଲ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । କୁଖ୍ୟାତ ଅପରାଧି ହାଇଦର ଫେରାର ହେବା ପୂର୍ବରୁ 2 ଥର କଟକ ଏସସିବିକୁ ଚିକିତ୍ସା ପାଇଁ ଯାଇଥିଲା। ୟୁରୋଲୋଜି ସମ୍ବନ୍ଧୀୟ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପଠାଯାଇଥିଲା । ମାତ୍ର ତୃତୀୟ ଥର ଚିକିତ୍ସା ପାଇଁ ଯାଇଥିବା ସମୟରେ ହାଇଦର ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରୁ ଚମ୍ପଟ ମାରିଛି ।

ତେବେ ଯେକୌଣସି କଏଦୀ ଅସୁସ୍ଥ ହେଲେ ତାଙ୍କୁ ଚିକିତ୍ସା ପାଇଁ ଅନ୍ୟ ମେଡ଼ିକାଲକୁ ପଠା ଯାଇଥାଏ। ଅନ୍ୟପଟେ ବୁର୍ଲା ମେଡ଼ିକାଲ ଅଧିକ୍ଷକ ଗତକାଲି(ରବିବାର) ବୁର୍ଲା ମେଡ଼ିକାଲରୁ ତାଙ୍କୁ ରେଫର କରାଯାଇ ନଥିବା ସୂଚନା ଦେଇଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.