ETV Bharat / state

ଓରମାସ ପକ୍ଷରୁ ନିଯୁକ୍ତ ଯୁବକ ଯୁବତୀଙ୍କ ଅଭିଭାବକ ସମ୍ମିଳନୀ - ଅଭିଭାବକ ସମ୍ମିଳନୀ

ଓରମାସ ଦ୍ବାରା ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କ ଅଭିଭାବକ ସମ୍ମିଳନୀ ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ...

parents meeting, youth recruited by ormas, sambalpur ormas meeting, ଓରମାସ ପକ୍ଷରୁ ନିଯୁକ୍ତ ଯୁବକ ଯୁବତୀଙ୍କ ଅଭିଭାବକ ସମ୍ମିଳନୀ,  ଅଭିଭାବକ ସମ୍ମିଳନୀ, ଓରମାସର ଅବିଭାବକ ସମ୍ମିଳନୀ
ଓରମାସ ପକ୍ଷରୁ ନିଯୁକ୍ତ ଯୁବକ ଯୁବତୀଙ୍କ ଅଭିଭାବକ ସମ୍ମିଳନୀ
author img

By

Published : Jan 1, 2020, 3:18 AM IST

ସମ୍ବଲପୁର: ଡିଆରଡିଏ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓରମାସ ପକ୍ଷରୁ ନିଯୁକ୍ତ ଯୁବକ ଯୁବତୀଙ୍କ ଅଭିଭାବକଙ୍କୁ ନେଇ ଏକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁରର ବିଭିନ୍ନ ବ୍ଲକରୁ ଆସିଥିବା ଅଭିଭାବକ ମାନେ ନିଜ ନିଜ ଅନୁଭୂତି ବାଣ୍ଟିବା ସହ ଓରମାସ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

ଓରମାସ ପକ୍ଷରୁ ନିଯୁକ୍ତ ଯୁବକ ଯୁବତୀଙ୍କ ଅଭିଭାବକ ସମ୍ମିଳନୀ

ଓରମାସ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବେକାର ଯୁବକ ଯୁବତୀଙ୍କୁ ଚିହ୍ନଟ କରିବା ସହ ବିଭିନ୍ନ ଟ୍ରେଡରେ ଯେଉଁ ଯୁବକ ଯୁବତୀଙ୍କୁ 3 ମାସର ତାଲିମ ଦେଇ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତ କରାଇଛି ସେମାନଙ୍କ ଅଭିଭାବକଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ 3ଟି ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଭାବକ ମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ ।

ଏହି କାର୍ଯ୍ୟକ୍ରମକୁ ଓରମାସ ଆୟୋଜନ କରିଥିବା ବେଳେ ଓଡିଶା ଜୀବିକା ମିଶନ ସହାୟତା କରିଥିଲେ। କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ସଫଳତା ନେଇ ସଚେତନତା ଉଦ୍ଦେଶ୍ୟରେ ଏହା ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଡି ଆର ଡି ଏ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓରମାସ ତରଫରୁ ନିଯୁକ୍ତ ଯୁବକ ଯୁବତୀଙ୍କ ଅଭିଭାବକ ଙ୍କୁ ନେଇ ଏକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ର ବିଭିନ୍ନ ବ୍ଲକ ରୁ ଆସିଥିବା ଅଭିଭାବକ ମାନେ ନିଜ ନିଜ ଅନୁଭୂତି ବାଣ୍ଟିବା ସହ ଓରମାସ ତରଫରୁ ସମ୍ମାନିତ ହୋଇଛନ୍ତି।

Body:ସମ୍ବଲପୁର ରେ ଓରମାସ ଦ୍ୱାର ନିଯୁକ୍ତ ଯୁବକ ଯୁବତୀ ଙ୍କ ଅଭିଭାବକ ଙ୍କ ସମ୍ମଳନୀ। ଓରମାସ ଜିଲ୍ଲା ର ଗ୍ରାମାଞ୍ଚଳରେ ଥିବା ବେକାର ଯୁବକ ଯୁବତୀ ଙ୍କୁ ଚିହ୍ନଟ କରିବା ସହ ବିଭିନ୍ନ ଟ୍ରେଡ଼ ରେ ଯେଉଁ ଯୁବକ ଯୁବତୀଙ୍କୁ 3 ମାସ ର ତାଲିମ ଦେଇ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତ କରେଇଛି ସେମାନଙ୍କ ଅଭିଭାବକ ଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ 3 ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଭାବକ ମାନେ ନିଜ ନିଜ ର ଅଭିଜ୍ଞତା ବାଣ୍ଟିଥିଲେ।ଏହି ଅବସରରେ ରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା।

Conclusion:ଏହି କାର୍ଯ୍ୟକ୍ରମ କୁ ଓରମାସ ଆୟୋଜନ କରିଥିବା ବେଳେ ଓଡିଶା ଜୀବିକା ମିଶନ ସହାୟତା କରିଥିଲେ। କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ର ସଫଳତା ନେଇ ସଚେତନତା ଉଦ୍ଦେଶ୍ୟରେ ଏହା ଅନୁଷ୍ଠିତ ହୋଇଥିଲା।

ବାଇଟ-1-ଶ୍ରୀମନ୍ତ ହୋତା, ସହକାରୀ ନିର୍ଦେଶକ, ଓରମାସ,ସମ୍ବଲପୁର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.