ETV Bharat / state

ଆହାର କେନ୍ଦ୍ରରେ ଖାଇଲେ ଉତ୍ତରାଞ୍ଚଳ ଆରଡିସି - ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁ

ସମ୍ବଲପୁରରେ ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁ । ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଖାଇଲେ ଆହାର । ଅଧିକ ପଢ଼ନ୍ତୁ...

Northen zone RDC, Northen zone RDC visted sambalpur, Northen zone RDC niranjan sahu had meal in ahar center, ଆହାର କେନ୍ଦ୍ରରେ ଖାଇଲେ ଉତ୍ତରାଞ୍ଚଳ ଆରଡିସି, ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁ, ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକ ଆହାର କେନ୍ଦ୍ର
ଆହାର କେନ୍ଦ୍ରରେ ଖାଇଲେ ଉତ୍ତରାଞ୍ଚଳ ଆରଡିସି
author img

By

Published : Jan 7, 2020, 10:52 PM IST

ସମ୍ବଲପୁର: ମଙ୍ଗଳବାର ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକ ଓ ମୁଖ୍ୟ ଚିକିତ୍ସାଳୟରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଏଠାରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଉତ୍ତରାଞ୍ଚଳ ଆରଡିସି।

ଆହାର କେନ୍ଦ୍ରରେ ଖାଇଲେ ଉତ୍ତରାଞ୍ଚଳ ଆରଡିସି

ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁ ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ର ଓ ଲକ୍ଷ୍ମୀ ଟକିଜ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରି ଆହାରର ମାନ ପରୀକ୍ଷଣ କରିବା ସହିତ ଆହାର ଖାଇଛନ୍ତି । ତାଙ୍କ ସାଙ୍ଗରେ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମହାନଗର ନିଗମର ଡେପୁଟି କମିଶନର ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ଆହାର ଖାଇଛନ୍ତି । ଏହାସହ ଆହାରର ମାନ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଛନ୍ତି । ତେବେ ଆହାର ଖାଇବା ପରେ ମାନ ଉତ୍ତମ ଥିବା ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ର ଆହାର କେନ୍ଦ୍ରରେ ଖାଇଲେ ଉତ୍ତରାଞ୍ଚଳ ଆର ଡି ସି।ଆଜି ସମ୍ବଲପୁର ର ଲକ୍ଷ୍ମୀ ଟକିଜ ଛକ ଓ ମୁଖ୍ୟ ଚିକିତ୍ସାଳୟର ରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଏଠାରେ ମଧ୍ୟାନ ଭୋଜନ କରିଛନ୍ତି ଉତ୍ତରାଞ୍ଚଳ ଆର ଡି ସି।Body:ସମ୍ବଲପୁରରେ ଆହାର କେନ୍ଦ୍ର ବୁଲିବା ସହ ଆହାର ଖାଇଲେ ଉତ୍ତରାଂଚଳ ଆରଡିସି ନିରଞ୍ଜନ ସାହୁ । ଉତ୍ତରାଂଚଳ ଆରଡିସି ନିରଂଜନ ସାହୁ ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ର ଓ ଲକ୍ଷ୍ମୀ ଟକିଜ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରି ଆହାର ର ମାନ ପରୀକ୍ଷଣ କରିବା ସହିତ ଆହାର ଖାଇଛନ୍ତି  । ତାଙ୍କ ସାଙ୍ଗରେ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମହାନଗର ନିଗମର ଡେପୁଟି କମିଶନର ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ଆହାର ଖାଇଛନ୍ତି । ଆହାରର ମାନ ସମ୍ପର୍କରେ ଲୋକଙ୍କୁ ପଚାରିବୁଝିଛନ୍ତି । ଏହା ସହ ଆହାରର ମାନ ଉତ୍ତମ ଥିବା ସେ କହିଛନ୍ତି ।Conclusion:ଆହାର କେନ୍ଦ୍ରରେ ଭୋଜନ କରିବା ପରେ ଏହାର ମାନ ଭଲ ଥିବା ଆର ଡି ସି କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.