ETV Bharat / state

Municipal polls: ରେଢ଼ାଖୋଲରେ ବିଜେପିର ବାଜିମାତ, କୁଚିଣ୍ଡାରେ ଶୁଭିଲା ଶଙ୍ଖ - ପୌର ନିର୍ବାଚନ ଫଳାଫଳ

ଆଜି ପୌର ନିର୍ବାଚନର ଭୋଟ ଗଣିତ ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ରେଢ଼ାଖୋଲ NAC ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରେଢ଼ାଖୋଲରେ ବିଜେପି ଆସନ ଅକ୍ତିଆର କରିଛି। ସେହିପରି କୁଚିଣ୍ଡାରେ ବିଜେଡି ଗଡ଼ ହାତେଇଛି। ଅଧିକ ପଢ଼ନ୍ତୁ

Municipal polls result in rairakhol and kuchinda
Municipal polls: ରେଢ଼ାଖୋଲରେ ବିଜେପି ବାଜିମାତ, କୁଚିଣ୍ଡାରେ ଶୁଭିଲା ଶଙ୍ଖ
author img

By

Published : Mar 26, 2022, 2:14 PM IST

ସମ୍ବଲପୁର: ଆଜି ପୌର ନିର୍ବାଚନର ଭୋଟ ଗଣିତ ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ରେଢ଼ାଖୋଲ NAC ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ରେଢ଼ାଖୋଲରେ ବିଜେପି ଆସନ ଅକ୍ତିଆର କରିଛି। ସେହିପରି କୁଚିଣ୍ଡାରେ ବିଜେଡି ଗଡ଼ ହାତେଇଛି।

Municipal polls: ରେଢ଼ାଖୋଲରେ ବିଜେପି ବାଜିମାତ, କୁଚିଣ୍ଡାରେ ଶୁଭିଲା ଶଙ୍ଖ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ NAC ପୌର ନିର୍ବାଚନରେ ବାଜିମାତ କରିଛି ବିଜେପି। ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଶିବରାମ ସାହୁ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ସୁନୀଲ ପ୍ରଧାନଙ୍କ ଠାରୁ 860 ଭୋଟରେ ବିଜୟୀ ହୋଇଛନ୍ତି। 13ଟି ୱାର୍ଡରୁ 6ଟି ଆସନ ବିଜେପି ଓ 6ଟି ଆସନ ବିଜେଡି ଖାତାକୁ ଯାଇଛି। ଏବଂ କଂଗ୍ରେସ ମାତ୍ର ଗୋଟିଏ ୱାର୍ଡ ହାସଲ କରିଛି। ଅନ୍ୟପଟେ କୁଚିଣ୍ଡାରେ ବିଜେଡି ପ୍ରାର୍ଥୀ ପ୍ରଦ୍ୟୁତ ମହାନ୍ତି ବିଜୟ ହାସଲ କରିଛନ୍ତି।

ନିଜ ନିକଟତମ ପ୍ରତିଦ୍ବନ୍ଦୀ ସୁଶୀଳ କରଙ୍କ ଠାରୁ 1048 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କୁଚିଣ୍ଡାରେ ମୋଟ 11 ଟି ୱାର୍ଡରୁ 9 ଟି ବିଜେଡି ଅକ୍ତିଆର କରିଛି। ସେହିପରି ବିଜେପି ହାତକୁ 2ଟି ଆସନ ଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.