ETV Bharat / state

ମହାନଦୀ ଟ୍ରାଜେଡି; ୧୯ ଘଣ୍ଟା ପରେ ନିଖୋଜ ଝିଅର ମୃତଦେହ ଉଦ୍ଧାର

ମହାନଦୀରେ ବାପ-ପୁଅ ଓ ଝିଅ ବୁଡିଯିବା ଘଟଣା। ମିଳିଲା ନିଖୋଜ ଥିବା ୧୩ ବର୍ଷର ନାବାଳିକାର ମୃତଦେହ । ଅଧିକ ପଢନ୍ତୁ....

ମହାନଦୀ ଟ୍ରାଜେଡି;  ନିଖୋଜ ଝିଅର ମୃତଦେହ ଉଦ୍ଧାର

author img

By

Published : Oct 5, 2021, 12:09 PM IST

Updated : Oct 5, 2021, 12:36 PM IST

ସମ୍ବଲପୁର: ମହାନଦୀରେ ବାପ-ପୁଅ ଓ ଝିଅ ବୁଡିଯିବା ଘଟଣା। ମିଳିଲା ନିଖୋଜ ଥିବା ୧୩ ବର୍ଷର ନାବାଳିକାର ମୃତଦେହ । ଗତକାଲି ବାପ, ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଝିଅର ମୃତହେଦ ଉଦ୍ଧାର କରାଯାଇଛି । ଆଜି ସ୍କୁବା ଡ୍ରାଇଭରଙ୍କ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଗଭୀର ପାଣିରୁ ଝିଅକୁ ଉଦ୍ଧାର କରାଯାଇଛି ।

ମହାନଦୀ ଟ୍ରାଜେଡି; ୧୯ ଘଣ୍ଟା ପରେ ନିଖୋଜ ଝିଅର ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସମ୍ବଲପୁର ଦଳେଇପଡ଼ା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ ବାପ ପୁଅ ଓ ଝିଅ । ତେବେ ଅଚାନକ ଝିଅ ରୁକସାନା ଗାଧୋଇବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଝିଅକୁ ବଞ୍ଚାଇବାକୁ ଯାଇ ବାପା ମହମ୍ମଦ ଅଲତାଫ, ପୁଅ ମହମ୍ମଦ ଅଫତାଫ୍‌ ମଧ୍ୟ ମହାନଦୀରେ ଭାସି ଯାଇଥିଲେ । ବାପ ଓ ପୁଅଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଝିଅ ନିଖୋଜ ଥିଲା । ଆଜି ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ କରାଯାଇ ଝିଅକୁ ଉଦ୍ଧାର କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 5, 2021, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.