ETV Bharat / state

ମହାନଦୀ ବୁଡି ଘଟଣା: ମିଳୁନି ନିଖୋଜ ନାବାଳିକା

author img

By

Published : Oct 7, 2019, 12:08 PM IST

ଆଜି ବି ନିଖୋଜ ବାଳିକାଙ୍କ ପତ୍ତା ମିଳୁନି । ଗତ ରବିବାର  ସମ୍ବଲପୁର ବଡ଼ବଜାରର ସଡକ ଘାଟରେ ମହାନଦୀରେ ବୁଡି ଯାଇ ନିଖୋଜ ଥିବା ବାଳିକାଙ୍କ ସୋମବାର ପତ୍ତା ମିଳିପାରି ନାହିଁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଆଜି ବି ନିଖୋଜ ବାଳିକାଙ୍କ ପତ୍ତା ମିଳୁନି । ଗତ ରବିବାର ସମ୍ବଲପୁର ବଡ଼ବଜାରର ସଡକ ଘାଟରେ ମହାନଦୀରେ ବୁଡି ଯାଇ ନିଖୋଜ ଥିବା ବାଳିକାଙ୍କ ସୋମବାର ପତ୍ତା ମିଳିପାରି ନାହିଁ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ତେବେ ଗତ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୋମବାର ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ସମ୍ବଲପୁର ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ ଆଜି(ସୋମବାର) ବି ମହାନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ରବିବାର ପ୍ରାୟ ଦିନ 11 ଟା ସମୟରେ ବଡ଼ ବଜାର ଅଞ୍ଚଳର 6 ଜଣ ବାଳିକା ମହାନଦୀ ସଡ଼କ ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ମହାନଦୀରେ ଭାସି ଯାଇଥିଲେ। ତେବେ ସୌଭାଗ୍ୟବଶତଃ 5 ଜଣଙ୍କୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିବାକୁ ସଫଳ ହୋଇଥିବା ବେଳେ ପିଙ୍କି ବିଶ୍ବକର୍ମା ନାମକ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ଗତକାଲି ସମ୍ବଲପୁର ବଡ଼ବଜାରର ସଡକ ଘାଟ ରେ ମହାନଦୀରେ ବୁଡି ଯାଇ ନିଖୋଜ ଥିବା ବାଳିକା ଙ୍କ ଆଜି ବି ମିଳୁନି ପତ୍ତା। ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ସମ୍ବଲପୁର ଅଗ୍ନିଶମ ବିଭାଗ ଓ ଓ ଡ୍ରାଫ୍ଟ ଟିମ ଆଜି ବି ମହାନଦୀ ରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।Body:ସୂଚନାଯୋଗ୍ୟ ଯେ ଗତକାଲି ପ୍ରାୟ ଦିନ 11 ଟା ସମୟରେ ବଡ଼ ବଜାର ଅଞ୍ଚଳ ର 6 ଜଣ ବାଳିକା ମହାନଦୀ ସଡ଼କ ଘାଟ କୁ ଗାଧେଇବା ପାଇଁ ଯାଇଥିବା ବେଳେ ମହାନଦୀରେ ଭାସି ଯାଇଥିଲେ।ତେବେ ସୌଭାଗ୍ୟବସତ 5 ଜଙ୍କୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିବାକୁ ସଫଳ ହୋଇଥିବା ବେଳେ ପିଙ୍କି ବିଶ୍ୱକର୍ମା ନାମକ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।Conclusion:ଆଜି ମଧ୍ୟ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଜାରି ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.