Intro: ସମ୍ବଲପୁର ଉପଖଣ୍ଡରେ ଆରମ୍ଭ ହୋଇଛି ଖରିଫ ଧାନ କ୍ରୟ ପ୍ରକ୍ରିୟା । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ଗୁରୁବାର ପ୍ରଥମ ଦିନରେ ଚାଷୀ ବିରୋଧ କରିଛନ୍ତି । ଧାନ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ପ୍ରଥମ ଦିନରେ ଚାଷୀ ଧାନ ବିକ୍ରି କରିନାହାନ୍ତି । ସମ୍ବଲପୁର ଉପଖଣ୍ଡ ଚାରପାଲି ପଞ୍ଚାୟତରେ କେବଳ ଜଣେ ଚାଷୀ 166 ବସ୍ତା ଧାନ ବିକ୍ରି କରିଥିବାର ସରକାରୀ ସ୍ତରରୁ ଜଣା ପଡ଼ିଛି ।
ସମ୍ବଲପୁରରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ - ସମ୍ବଲପୁର ଖରିଫ ଧାନ ସଂଗ୍ରହ
ସମ୍ବଲପୁର ଉପଖଣ୍ଡରେ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଚାଷୀ ଧାନ ବିକ୍ରି କରିନାହାନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁରରେ ଖରିଫ ଧାନ ସଂଗ୍ରହ ଆରମ୍ଭ, ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ