ETV Bharat / state

ସମ୍ବଲପୁରରେ ସାର୍ବଜନୀନ ଗଣେଷ ପୂଜାରେ ରୋକ ଲଗାଇଲା ପ୍ରଶାସନ

ସମ୍ୱଲପୁର ଜିଲ୍ଲାରେ ସାର୍ବଜନୀନ ଗଣେଶ ପୂଜା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । କୋଭିଡ ପରିସ୍ଥିତିର ଗମ୍ଭୀରତାକୁ ଦେଖି ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା ଏହି ପଦକ୍ଷେପ ନେଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସମ୍ବଲପୁର ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁରରେ ସାର୍ବଜନୀନ ଗଣେଷ ପୂଜା ଉପରେ ରୋକ ଲଗାଇଲା ପ୍ରଶାସନ

author img

By

Published : Aug 20, 2020, 8:19 PM IST

ସମ୍ବଲପୁର: ଜିଲ୍ଲାରେ ସାର୍ବଜନୀନ ଗଣେଶ ପୂଜା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । କୋଭିଡ ପରିସ୍ଥିତିର ଗମ୍ଭୀରତାକୁ ଦେଖି ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା ଏହି ପଦକ୍ଷେପ ନେଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସମ୍ବଲପୁର ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦେଶ ନାମା ଅନୁସାରେ କୌଣସି ଶିକ୍ଷା ଅନୁଷ୍ଠାନ,କ୍ଳବ,ପୂଜା ମଣ୍ଡପ ଅଥବା ଅଫିସରେ ଗଣେଷ ପୂଜା ହୋଇପାରିବ ନାହିଁ । ତେବେ ଜଣେ ବ୍ୟକ୍ତି ନିଜ ଘରେ ପରିବାର ସଦସ୍ୟଙ୍କ ସହ ଗଣେଷ ପୂଜା କରିପାରିବେ । ସରକାରୀ ନିର୍ଦେଶ ନାମାର ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.