ETV Bharat / state

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ ଗେଟ

ଆଜି ପୁଣି ହୀରାକୁଦ ଡ୍ୟାମର ୪ଟି ଗେଟ ଖୋଲିଛି । ଏହା ସହ ବର୍ତ୍ତମାନ ମୋଟ ୮ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଅଧିକ ପଢନ୍ତୁ...

ହୀରାକୁଦରୁ  ପୁଣି ଖୋଲିଲା ୪ଟି ଗେଟ
ହୀରାକୁଦରୁ ପୁଣି ଖୋଲିଲା ୪ଟି ଗେଟ
author img

By

Published : Jul 26, 2021, 12:41 PM IST

ସମ୍ବଲପୁର: ଆଜି ପୁଣି ହୀରାକୁଦ ଡ୍ୟାମର ୪ଟି ଗେଟ ଖୋଲିଛି । ଏହା ସହ ବର୍ତ୍ତମାନ ମୋଟ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଗତ ୧୧ ତାରିଖରେ ହୀରାକୁଦ ଡ୍ୟାମର ୨ ଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିବା ବେଳେ ୧୭ ତାରିଖରେ ଉପର ମୁଣ୍ଡରେ ବର୍ଷା କମ ହେବାରୁ ୨ ଟି ଯାକ ଗେଟ ବନ୍ଦ କରାଯାଇଥିଲା। ତେବେ ଗତ ୨୪ ତାରିଖରେ ପୁଣି ୪ ଟି ଗେଟ ଖୋଲା ଯାଇଥିଲା।

ହୀରାକୁଦରୁ ପୁଣି ଖୋଲିଲା ୪ଟି ଗେଟ

ଆଜି ପୁଣି ଅଧିକ ୪ଟି ଗେଟ ଖୋଲା ଯାଇଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଖୋଲାଯାଇଥିବା 8ଟି ଗେଟରୁ ଏବେ ଜଳ ନିଷ୍କାସିତ ହେଉଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୮୪,୮୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ସେକେଣ୍ଡ ପ୍ରତି ୧୧,୩୨,୦୮ କ୍ୟୁସେକ ଜଳ ନିଷ୍କାସନ ହେଉଛି।

ସମ୍ବଲପୁରରୁ ବାହଶାହା ଯୁଶମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.