ETV Bharat / state

ଫାଷ୍ଟଫୁଡ଼ ଦୋକାନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତିଲେ ଲୋକେ

ବୁଢାରାଜା ବଜାରରେ ଅଗ୍ନିକାଣ୍ଡ । ଫାଷ୍ଟଫୁଡ଼ ଦୋକାନରେ ଗ୍ୟାସ ନିକ ହୋଇ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଗ୍ରାହକଙ୍କ ସମେତ ସ୍ଥାନୀୟ ଲୋକେ ।

author img

By

Published : Aug 18, 2019, 9:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ବୁଢ଼ାରାଜା ସ୍ଥିତ ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ । ଜନଗହଳି ସ୍ଥାନରେ ଲାଗିଥିଲା ଏହି ନିଆଁ । ଖବର ପାଇବା ପରେ ତତକ୍ଷାଣତ୍ ପହଁଚିଥିଲା ଅଗ୍ନିଶମ ବିଭାଗ । ଫଳରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ ।

ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ

ଗ୍ୟାସ ଲିକ୍ ଘଟି ଦୋକାନରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିଶମ ବିଭାଗ ସଠିକ ସମୟରେ ପହଁଚିବା ସହ ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟ କ୍ଷତି ହୋଇନଥିବା ବେଳେ କୌଣସି ଲୋକ ଆହାତ ହୋଇନଥିବା ସୂଚନା ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁଢ଼ାରାଜା ସ୍ଥିତ ଏକ ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ। ଠିକ ସମୟରେ ଅଗ୍ନିଶମ ବିଭାଗ ପହଂଚିବାରୁ ବଡ଼ ଅଘଟଣ ରୁ ଅଳ୍ପକେ ବର୍ତ୍ତିଗଲେ ସ୍ଥାନୀୟ ଲୋକେBody:ସମ୍ବଲପୁର ବୁଢ଼ାରାଜା ଅଂଚଳର ଜନଗହଳିପୂର୍ଣ ସ୍ଥାନରେ ଥିବା ଏକ ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ।ଗ୍ୟାସ ଲିକ ହେବାରୁ ଦୋକାନରେ ନିଅଁ ଲାଗିଯାଇଥିଲା ।ତେବେ ଅଗ୍ନିଶମ ବିଭାଗ ସଠିକ ସମୟରେ ପହଂଚି ନିଆଁ କୁ ଆୟତ କରିଥିଲେ।ଏଥିରେ ବିଶେଷ କିଛି କ୍ଷୟ କ୍ଷତି ହୋଇନଥିବା ଜଣା ପଡ଼ିଛିConclusion:ତେବେ ଆଉ କିଛି ବିଳମ୍ବ ହୋଇଥିଲେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ଘଟିବାର ଆଶଙ୍କା ଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.