ETV Bharat / state

ସମଲେଶ୍ବରୀ ମନ୍ଦିର ଦୀପ ଘରେ ଲାଗିଲା ନିଆଁ

author img

By

Published : May 24, 2021, 9:03 AM IST

ସମ୍ବଲପୁର ସମଲେଶ୍ବରୀ ମନ୍ଦିର ଦୀପ ଘରେ ଲାଗିଲା ନିଆଁ । ଆୟତ କଲା ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ...

ସମଲେଶ୍ବରୀ ମନ୍ଦିର ଦୀପ ଘରେ ଲାଗିଲା ନିଆଁ
ସମଲେଶ୍ବରୀ ମନ୍ଦିର ଦୀପ ଘରେ ଲାଗିଲା ନିଆଁ

ସମ୍ବଲପୁର: ସମ୍ବଲପୁର ସମଲେଶ୍ବରୀ ମନ୍ଦିର ଦୀପ ଘରେ ଅଘଟଣ । ସୋମବାର ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ମନ୍ଦିର ଦୀପ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ସର୍ଟ ସର୍କିଟ ଯୋଗୁ ମନ୍ଦିର ଦୀପ ଘରେ ନିଆଁ ଲାଗିଥିବା ଜଣାପଡିଛି ।

ସମଲେଶ୍ବରୀ ମନ୍ଦିର ଦୀପ ଘରେ ଲାଗିଲା ନିଆଁ

ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ କେତୋଟି ଟେବୁଲ, କପଡା ଓ କିଛି ଦୀପ ଜଳିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରାଣା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.