ETV Bharat / state

ଚାଷୀଙ୍କୁ ମିଳୁନି ପାଣି, ଅଭିଯୋଗ ଆଣିଲେ କୃଷକ ସଙ୍ଗଠନ - ଚାଷୀଙ୍କ ମିଳୁନି ପାଣି

ଜଳଭଣ୍ଡାରରରୁ ସମ୍ବଲପୁର କେନାଲକୁ ଆବଶ୍ୟକ ପରିମାଣର ପାଣି ଛଡା ଯାଉ ନଥିବାର ଅଭିଯୋଗ କରିଛି ଜୟ ଦୁର୍ଗା ଆଞ୍ଚଳିକ କୃଷକ ସଙ୍ଗଠନ। ଏହା ସହ 24 ଘଣ୍ଟା ଭିତରେ ପର୍ଯ୍ୟାପ୍ତ ପାଣି ନଛାଡିଲେ ଶିଳ୍ପାନୁଷ୍ଠାନ ଗୁଡିକୁ ଯାଉଥିବା ପାଣି ବନ୍ଦ କରାଯିବ ବୋଲି ଜୟ ଦୁର୍ଗା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 17, 2019, 12:48 AM IST

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରରୁ ସମ୍ବଲପୁର କେନାଲକୁ ଆବଶ୍ୟକ ପରିମାଣର ପାଣି ଛଡା ଯାଉ ନଥିବାର ଅଭିଯୋଗ କରିଛି ଜୟ ଦୁର୍ଗା ଆଞ୍ଚଳିକ କୃଷକ ସଙ୍ଗଠନ। ଫଳରେ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା କାଦୁଅ ଶୁଖିଯାଇ ମାଟି ଆଁ କଲାଣି। କେତେକ ସ୍ଥାନରେ ଜଳାଭାଵ ଯୋଗୁଁ ଗଜା ମରୁଡି ହେବାର ଆଶଙ୍କା ଦେଖା ଯାଇଥିବାର କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀର କୁହାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଜଳସେଚନ ବିଭାଗ ଚାଷୀଙ୍କ ପରିବର୍ତ୍ତେ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଅଧିକ ଅନୁକମ୍ପା ଦେଖଉଛି। ସମ୍ବଲପୁର କେନାଲରେ ଦୈନିକ 119 କ୍ୟୁସେକ ଜଳ ଛଢ଼ାଯିବା କଥା କିନ୍ତୁ କେନାଲର ଟେଲ ଏରିଆରେ ପହଁଚୁଛି 40 କ୍ୟୁସେକ ଜଳ । ଫଳରେ ଚାଷ ବାଧା ପ୍ରାପ୍ତ ହେବା ସହ ମରୁଡ଼ି ସମ୍ଭାବନା ଦେଖାଯାଇଛି । କେନାଲ ଗୁଡିକର ରକ୍ଷଣାବେକ୍ଷଣ ଭଲ ଭାବେ ହେଉନଥିବାରୁ ଏମିତି ସମସ୍ୟା ଉପୁଜୁଥିବା ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି । ଜଳସେଚନ ବିଭାଗକୁ ଯୋଗା ଯୋଗ କଲେ କିଛି ସୁଫଳ ମିଳୁନି ବୋଲି କହିଛି ଚାଷୀ ସଙ୍ଗଠନ।ଏହା ସହ 24 ଘଣ୍ଟା ଭିତରେ ପର୍ଯ୍ୟାପ୍ତ ପାଣି ନଛାଡିଲେ କମ୍ପାନୀ ବା ଶିଳ୍ପ ଅନୁଷ୍ଠାନ ଗୁଡ଼ିକୁ ଯାଉଥିବା ପାଣି ବନ୍ଦ କରାଯିବ ବୋଲି ଜୟ ଦୁର୍ଗା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ

Intro: ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ରୁ ସମ୍ବଲପୁର କେନାଳକୁ ଆବଶ୍ୟକ ପରିମାଣର ପାଣି ଛଡା ଯାଉ ନଥିବାର ଅଭିଯୋଗ କରିଛି ଜୟ ଦୁର୍ଗା ଆଞ୍ଚଳିକ କୃଷକ ସଙ୍ଗଠନ।ଫଳରେ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା କାଦୁଅ ଶୁଖିଯାଇ ମାଟି ଆଁ କଲାଣି। ଫଳରେ କେତେକ ସ୍ଥାନରେ ଜଳାଭାଵ ଯୋଗୁ ଗଜା ମରୁଡି ହେବାର ଆଶଙ୍କା ଦେଖା ଯାଇଥିବାର କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ରର କୁହାଯାଇଛି।

Body:ଜଳ ସେଚନ ବିଭାଗ ଚାଷୀ ନ୍କ ପରିବର୍ତ୍ତେ ଶିଳ୍ପ ଅନୁଷ୍ଠାନ ଗୁଡିକ ଉପରେ ଅଧିକ ଅନୁକମ୍ପା ଦେଖଉଛି। ସମ୍ବଲପୁର କେନାଲରେ ଦୈନିକ 119 କ୍ୟୁସେକ ଜଳ ଛଢ଼ାଯିବା କଥା କିନ୍ତୁ କେନାଲ ର ଟେଲ ଏରିଆରେ ପହଂଚୁଛି 40 କ୍ୟୁସେକ ଜଳ।ଫଳରେ ଚାଷ ବାଧା ପ୍ରାପ୍ତ ହେବା ସହ ମରୁଡ଼ି ସମ୍ଭାବନା ଦେଖାଯାଇଛି । କେନାଲ ଗୁଡିକର ରକ୍ଷଣା ବେକ୍ଷଣ ଭଲ ଭାବେ ହେଉନଥିବାରୁ ଏମିତି ସମସ୍ୟା ଉପୁଜୁଥିବା ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।ଜଳସେଚନ ବିଭାଗକୁ ଯୋଗା ଯୋଗ କଲେ କିଛି ଫଳ ମିଳୁନି ବୋଲି କହିଛି ଚାଷୀ ସଙ୍ଗଠନ।

Conclusion:ଏହା ସହ 24 ଘଣ୍ଟା ଭିତରେ ପର୍ଯ୍ୟାପ୍ତ ପାଣି ନଛାଡିଲେ କମ୍ପାନୀ ବା ଶିଳ୍ପ ଅନୁଷ୍ଠାନ ଗୁଡ଼ିକୁ ଯାଉଥିବା ପାଣି ବନ୍ଦ କରାଯିବ ବୋଲି ଜୟ ଦୁର୍ଗା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ବାଇଟ-1-ଅଶ୍ୱିନୀ ପୃସେଠ, ଚାଷୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.