ETV Bharat / state

ଋଣ ଚିନ୍ତା: ସମ୍ବଲପୁର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ - Crop loss and bank lone

ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ଚାଷୀ ଜଣକ ହେଲେ ନୂଆବରଙ୍ଗାମାଲ ପଞ୍ଚାୟତ ଖଇରମାଲ ଗ୍ରାମର ଚାଷୀ ଅବଧୂତ ପ୍ରଧାନ (45) । ଚାଷ କ୍ଷତି ସହ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି |

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 4, 2019, 2:35 PM IST

ସମ୍ବଲପୁର: ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ | ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ଚାଷୀ ଜଣକ ହେଲେ ନୂଆବରଙ୍ଗାମାଲ ପଞ୍ଚାୟତ ଖଇରମାଲ ଗ୍ରାମର ଚାଷୀ ଅବଧୂତ ପ୍ରଧାନ (45) । ଚାଷ କ୍ଷତି ସହ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁସାରେ ସମ୍ବଲପୁରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ 7ଦିନ ଚିକିତ୍ସା ପରେ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ସେ ନିଜର 5 ଏକର ଓ 2 ଏକର ଜମି ଭାଗ ନେଇ ଚାଷ କରୁଥିଲେ । ସ୍ବଳ୍ପ ବୃଷ୍ଟି ଫଳରେ ଚିନ୍ତାରେ ଭାଙ୍ଗି ପଡିଥିଲେ ଅବଧୂତ । ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଧାର ଉଧାର ସହ କୋ-ଅପରେଟିଭ ସୋସାଇଟିରୁ କରିଥିବା ଋଣ ମିଶି ତାଙ୍କ ଉପରେ ପ୍ରାୟ 5 ଲକ୍ଷ୍ ଋଣ ଥିବାରୁ ଅବଧୁତ ଚାପରେ ଥିଲେ ବୋଲି ପୁଅ ମନୋଜ ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ।ବର୍ଷା ଅଭାବ ଯୋଗୁଁ ଚାଷ ଭଲ ନହେବାରୁ ଋଣ ସୁଝିବା ଚିନ୍ତା ରେ ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛିBody:

ସମ୍ବଲପୁର ଜିଲ୍ଲା ରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ନୂଆବରଙ୍ଗାମାଲ ପଞ୍ଚାୟତ ଖଇରମାଲ ଗ୍ରାମର ଚାଷୀ ଅବଧୁତ ପ୍ରଧାନ (45) ଋଣଭାର ଯୋଗୁ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ । ସମ୍ବଲପୁର ସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।ସେ ନିଜର 5 ଏକର ଓ 2 ଏକର ଭାଗ ଚାଷ ଜମି ରେ ଚାଷ କରିଥିଲେ। ମୋଟ 7 ଏକର ଜମି ରହିଥିବା ବେଳେ ବର୍ଷା ଅଭାବରୁ ଚାଷକାଯ୍ୟ ପରିଚାଳନା ହୋଇପାରି ନଥିବାରୁ ଋଣ ବୋଝ ରେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ହାତ ଉଧାରୀ ଓ କୋ ଅପିରେଟିବ ସୋସାଇଟିର ଋଣ ମିଶି ତାଙ୍କ ଉପରେ ପ୍ରାୟ 5 ଲକ୍ଷ୍ ଋଣ ଥିବାରୁ ଅବଧୁତ ଚାପରେ ଥିଲେ ବୋଲି ପୁଅ ମନୋଜ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ବର୍ଷା ନହେବାରୁ ତାଙ୍କ ଚାଷ କାମ ନ ହୋଇପାରିବାରୁ ଅବଧୂତ ବହୁତ ଚାପରେ ରହୁଥିଲେ ବୋଲି ପରିବାର ଲୋକେ କହିଛନ୍ତି।

Conclusion:ସରକାରୀ ସହାୟତା ଓ ସଚେତନତା ପରେ ମଧ୍ୟ ଚାଷୀ ଆତ୍ମହତ୍ୟା ର ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।

ବାଇଟ-1-ମନୋଜ ପ୍ରଧାନ,ପୁଅ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.