ETV Bharat / state

କେନାଲକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ - drown death

କେନାଲକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ। ଶବ ବ୍ୟବଚ୍ଛେଦ ପାଇଁ ପଠାଗଲା ବୁର୍ଲା ମେଡିକାଲ। ଅଧିକ ପଢନ୍ତୁ...

drown death
ବୁଡ଼ିଗଲେ ଯୁବକ।
author img

By

Published : Feb 2, 2020, 9:06 PM IST

ସମ୍ବଲପୁର: କେନାଲକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ। ସମ୍ବଲପୁର ଶାସନ କେନାଲରେ ଘଟିଛି ଅଘଟଣ। ମୃତ ଯୁବକ ହେଉଛନ୍ତି କରମଟୁଲି ଗାଁର ବସନ୍ତ ପଣ୍ଡା । କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ଗଭୀର ପାଣିକୁ ଖସି ପଡି ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ବସନ୍ତକୁ ଖୋଜିବା ପାଇଁ ସ୍ବତନ୍ତ୍ର ଟିମ ପହଞ୍ଚିଥିଲା । ବହୁ ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ପଠାଯାଇଛି ।

ବୁଡ଼ିଗଲେ ଯୁବକ

ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣା ପଡିବ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ

Intro:କେନାଲ କୁ ଗାଧେଇବା ପାଇଁ ଯାଇ ବୁଡ଼ିଗଲେ ଯୁବକ।ଘଟଣା ଘଟିଛି ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଶାସନ କେନାଲ ରେ।Body:ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଶାସନ କେନାଲରେ ପୁଣି ଘଟିଛି ଅଘଟଣ । ଆଜି ଗାଧୋଇ ବାକୁ ଯାଇଥିବା ବେଳେ କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଶାସନ ଥାନା ଅନ୍ତର୍ଗତ କରମଟୁଲି ଗାଁର ବସନ୍ତ ମୁଣ୍ଡା(18) ବୋଲି ଜଣାପଡିଛି । ଆଜି ଦିନ ପ୍ରାୟ 12 ଟା ସନୟରେ ବସନ୍ତ କେନାଲ କୁ ଗାଧେଇବାକୁ ଯାଇଥିଲେ।ତେବେ ସେଠାରେ ସେ ଗଭୀର ଜଳକୁ ଖସି ଯାଇ ପଣିରେ ବୁଡିଯାଇଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ବସନ୍ତ କୁ ଖୋଜିବା ପାଇଁ ସ୍ବତନ୍ତ୍ର ଟିମ ପହଞ୍ଚିଥିଲା । ଶେଷରେ ବସନ୍ତ ର ଶବକୁ ଅଗ୍ନିଶମ ବିଭାଗ ଟିମ ଉଦ୍ଧାର କରିଛି । ଶବ ବ୍ୟବଛେଦ ପାଇଁ ବୁର୍ଲା ଭିମସାର ମେଡିକାଲ କୁ ପଠାଯାଇଛି ।Conclusion:ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣା ପଡିବ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.