ETV Bharat / state

ସମ୍ବଲପୁର ଗସ୍ତରେ ଡିଜି, ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ

ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଡ଼. ରାଜେନ୍ଦ୍ର ପ୍ରସାଦ ଶର୍ମା । ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଜାମିନ ପରୱାନା କାର୍ଯ୍ୟକାରୀ ନେଇ ବିଭିନ୍ନ ପ୍ରକାର ଆଲୋଚନା କରାଯାଇଛି ।

author img

By

Published : Mar 28, 2019, 3:17 PM IST

Updated : Mar 28, 2019, 6:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଡ଼. ରାଜେନ୍ଦ୍ର ପ୍ରସାଦ ଶର୍ମା । ଗୁରୁବାର ସେ ସମ୍ବଲପୁର ଗସ୍ତରେ ଆସି ଉତ୍ତରାଞ୍ଚଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହାପରେ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକରେ ଜାମିନ ପରୱାନା କାର୍ଯ୍ୟକାରୀ ନେଇ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଏହି ବୈଠକରେ ପୋଲିସ ଡିଜିଙ୍କ ସମେତ ସୁନୀଲ କୁମାର ରାୟ, ସ୍ପେସିଆଲ ଡିଜି, ଆରପି କୋଚେ, ସଂଜୀବ ପଣ୍ଡା, ଅତିରିକ୍ତ ଡିଜି, ଘନଶ୍ୟାମ ଉପାଧ୍ୟାୟ, ଅତିରିକ୍ତ ଡିଜି ଓ ଉତ୍ତରାଞ୍ଚଳ ରେଞ୍ଜ ଅନ୍ତର୍ଗତ 5 ଟି ଜିଲ୍ଲାର ଏସପି, ସିଆରପିଏଫ ଆଇଜି ଭିତୁଳ କୁମାର ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉକ୍ତ ରେଞ୍ଜ ଅନ୍ତର୍ଗତ 18 ଟି ବିଧାନସଭା ତଥା ଲୋକସଭା କ୍ଷେତ୍ରର ନିର୍ବାଚନ ମଣ୍ଡଳୀର ନିର୍ବାଚନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଛି । ଏହାସହ ଦରକାର ଅନୁଯାୟୀ କେନ୍ଦ୍ର ସୁରକ୍ଷା ବଳର ସହାୟତା ପ୍ରଦାନ କରାଯିବ ବୋଲି ଡିଜି କହିଛନ୍ତି । ବର୍ତ୍ତମାନ ମୁଖ୍ୟତଃ ବେଆଇନ ବନ୍ଧୁକ, ବେଆଇନ ମଦ କାରବାର, ଟଙ୍କା କାରବାରକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ଜାମିନ ପରୱାନା କାର୍ଯ୍ୟକାରୀ (ଏନବିଡବ୍ଲ୍ୟୁ) ଲାଗୁ କରିବା ଉପରେ ପୋଲିସ ଜୋର ଦେଉଥିବାର ଡିଜି କହିଛନ୍ତି।

ସେହିପରି ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ସିଆରପିଏଫ ସହ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି। ବିଭିନ୍ନ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଲାଇସେନ୍ସ ଥିବା ବନ୍ଧୁକ ଗୁଡିକୁ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦେବାକୁ ପୋଲିସ ନିର୍ଦ୍ଦେଶ ଦେଇଥିବାର ଡ଼ିଜି ସୂଚନା ଦେଇଛନ୍ତି । ଯଦି କେହି ଆଦର୍ଶ ଆଚରଣ ବିଧି ଭଙ୍ଗ କରେ ତାହେଲେ ଆଇନ ଅନୁସାରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.

Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.

Mohanty is among the nine nominees announced by the BJD, which denied rickets to six of its sitting MPs, the sources said.

The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)

Conclusion:
Last Updated : Mar 28, 2019, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.