ETV Bharat / state

ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ସମ୍ମାନିତ ହେଲେ କୋଭିଡ ଯୋଦ୍ଧା - sambalpur police

ମହିଳା ଦିବସ ଅବସରରେ ପୋଲିସ ବିଭାଗର ମହିଳା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ...

ସମ୍ମାନିତ ହେଲେ କୋଭିଡ ଯୋଦ୍ଧା
author img

By

Published : Mar 9, 2021, 11:58 AM IST

ସମ୍ବଲପୁର: ମହିଳା ସବୁ କ୍ଷେତ୍ରରେ ନିଜର ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇଛି । ସେ କର୍ମ କ୍ଷେତ୍ରରେ ହେଉ କି ନିଜ ପରିବାର । ତାର ଏହି ଦାୟିତ୍ବବାନ ପାଇଁ ସେ ସର୍ବଦା ପୂଜନୀୟ । ମହିଳାମାନଙ୍କ କର୍ତ୍ତବ୍ୟ ପାଇଁ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ ସମୟରେ ନିଜର ଦାୟିତ୍ବ ତୁଲାଇଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।

ସମ୍ମାନିତ ହେଲେ କୋଭିଡ ଯୋଦ୍ଧା

କୋରୋନା ଭଳି ଘଡିସନ୍ଧି ମୂହୁର୍ତ୍ତରେ ପରିବାରର ଦାୟିତ୍ବ ତୁଲାଇବା ସହିତ କର୍ମ କ୍ଷେତ୍ରରେ ନିଜର ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇଛି । ମହିଳା ଦିବସ ଅବସରରେ ପୋଲିସ ବିଭାଗର ମହିଳା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।

ଜିଲ୍ଲା ତପସ୍ବନୀ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ସହ ପୋଲିସ ବିଭାଗର ମହିଳା ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଏହି ସହିତ ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି , ଭିଜିଲାନ୍ସ ଏସପି, ସମ୍ବଲପୁର ଏସପି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରେରଣା ଦାୟୀ ମହିଳା ପୋଲିସ ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ।

ସମ୍ବଲପୁରରୁ ବାଦଶାହା ଜୁସମାନ କୁମାର ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.