ETV Bharat / state

Pulwama Attack: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବଜରଙ୍ଗ ଦଳ

author img

By

Published : Feb 14, 2022, 7:58 PM IST

ସମ୍ବଲପୁର କଚେରୀ ଛକସ୍ଥିତ ଶହୀଦ ସ୍ତମ୍ଭରେ ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ତାଙ୍କର ସ୍ମୃତିଚାରଣ କରିଛି ବଜରଙ୍ଗ ଦଳ । ଅଧିକ ପଢନ୍ତୁ

Polwama Attack: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବଜରଙ୍ଗ ଦଳ

ସମ୍ବଲପୁର: ଆଜି(ସୋମବାର) ଅର୍ଥାତ ଫେବୃଆରୀ 14 ତାରିଖକୁ ଭାଲେଣ୍ଟାଇନ ଡେ ଭାବେ ଯୁବପୀଢ଼ି ପାଳନ କରୁଛନ୍ତି । ତେବେ 2019 ମସିହା ଫେବୃଆରୀ 14 ତାରିଖରେ ପୁଲଓ୍ବାମା ଠାରେ ଆତଙ୍କବାଦୀ ଆକ୍ରମଣରେ 40 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଏହି ଶହୀଦ ମାନଙ୍କୁ ଆଜି(ସୋମବାର) ସମ୍ବଲପୁରରେ ବଜରଙ୍ଗ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ସମ୍ବଲପୁର କଚେରୀ ଛକସ୍ଥିତ ଶହୀଦ ସ୍ତମ୍ଭରେ ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ତାଙ୍କର ସ୍ମୃତିଚାରଣ କରିଛି ବଜରଙ୍ଗ ଦଳ ।ବଜରଙ୍ଗ ଦଳର ପଶ୍ଚିମ ପ୍ରାନ୍ତର ସଂଯୋଜକ ସୁଧୀର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ବଜରଙ୍ଗ ଦଳର କର୍ମୀମାନେ ଶହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦ୍ବୀପ ପ୍ରଜ୍ଵଳନ ପୂର୍ବକ ଶହୀଦଙ୍କ ବଳୀଦାନର ସ୍ମୃତିଚାରଣ କରିଥିଲେ । ଏ

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.