ETV Bharat / state

12 ଦଫା ଦାବି ନେଇ ବହୁଜନ ସମାଜ ପାର୍ଟିର ଧାରଣା

author img

By

Published : Feb 26, 2021, 9:16 PM IST

Updated : Feb 26, 2021, 10:06 PM IST

ସମ୍ବଲପୁରରେ 12 ଦଫା ଦାବି ନେଇ ବହୁଜନ ସମାଜ ପାର୍ଟିର ଧାରଣା । ଗରିବ ଜମିହରାଙ୍କ ସମସ୍ୟାର ସମାଧାନ ଦାବିରେ ଧାରଣା ଦିଆଯାଇଥିବା ସୂଚନା । ଅଧିକ ପଢନ୍ତୁ...

12 ଦଫା ଦାବି ନେଇ ବହୁଜନ ସମାଜ ପାର୍ଟିର ଧାରଣା
12 ଦଫା ଦାବି ନେଇ ବହୁଜନ ସମାଜ ପାର୍ଟିର ଧାରଣା

ସମ୍ବଲପୁର: ଜିଲ୍ଲାରେ ବହୁଜନ ସମାଜ ପାର୍ଟିର ଧାରଣା । ଆଜି(ଶୁକ୍ରବାର) ଗରିବ ଜମିହରାଙ୍କ ପାଇଁ ସରକାରୀ ଜମି ଦାବି ତଥା ଗରିବଙ୍କ ସର୍ବନିମ୍ନ ସୁବିଧା ଦାବି ସହ 12 ଦଫା ଦାବି ନେଇ ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବହୁଜନ ସମାଜ ପାର୍ଟି ।

ସମ୍ବଲପୁର ଗରିବ ଜମିହରାଙ୍କ ପାଇଁ ବାହାରିଛି ବହୁଜନ ସମାଜ ପାର୍ଟି । 12 ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । ମୁଖ୍ୟତଃ ସହରରେ ରହୁଥିବା ଗରିବ ଜମିହରାଙ୍କୁ 4 ଡିସମିଲ ସରକାରୀ ଜମି, ସଫେଇ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ତଥା ଭଲ ଦରମା ଓ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ଇତ୍ୟାଦି ଦାବି ନେଇ ସମ୍ବଲପୁର ଜିଲ୍ଲା ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ଧାରଣା ଦିଆଯାଇଛି ।ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 26, 2021, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.