ETV Bharat / state

ହୀରାକୁଦ ଡ୍ୟାମର ଆଉ ଗୋଟିଏ ଗେଟ ବନ୍ଦ - ଗେଟ ବନ୍ଦ

ହୀରାକୁଦ ଡ୍ୟାମର ଆଉ ଆଉ ଗୋଟିଏ ଗେଟ ବନ୍ଦ । ଦୁଇଟି ଗେଟରେ ବନ୍ୟାଜଳ ନିଷ୍କାସନ କରାଯାଉଥିଲା । ବର୍ଷାର ପରିମାଣ କମ ଥିବା ଯୋଗୁଁ ଡ୍ୟାମର ଗେଟ ବନ୍ଦ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 12, 2019, 8:25 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ଗୋଟିଏ ଗେଟ ବନ୍ଦ। ଗତ କିଛି ଦିନ ହେଲା 2ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦର ଉପର ମୁଣ୍ଡରେ ବର୍ଷାର ପରିମାଣ କମ ଥିବାରୁ ଆଉ ଗୋଟେ ଗେଟକୁ ବନ୍ଦ କରିଦିଆଯାଇଛି। ଫଳରେ ବର୍ତ୍ତମାନ ମାତ୍ର ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି।

ହୀରାକୁଦ ଡ୍ୟାମର ଆଉ ଗୋଟିଏ ଗେଟ ବନ୍ଦ

ବର୍ତ୍ତମାନ ହୀରାକୁଦର ଜଳସ୍ତର ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟରେ ରହିଛି। ଏହି ସମୟରେ ହୀରାକୁଦର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 38,077 କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିଭିଳି ସମ ପରିମାଣର 38,077 କ୍ୟୁସେକ ବନ୍ୟାଜଳ ଡ୍ୟାମରୁ ଗୋଟିଏ ଗେଟ ଓ ପାୱାର ଚେନାଲ ଦେଇ ନିଷ୍କାସିତ ହେଉଛି । ଆଗକୁ ଉପର ମୁଣ୍ଡର ପାଣିପାଗ ଓ ବର୍ଷାକୁ ଦେଖି ଡ୍ୟାମର ଜଳ ପରିଚାଳନା କରାଯିବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରାଣା, ଇଟିଭି ଭାରତ

Intro:ହୀରାକୁଦ ଡେମ ର ଆଉ ଗୋଟେ ଗେଟ ବନ୍ଦ।ଗତ କିଛି ଦିନ ହେଲା 2 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ହୀରାକୁଦ ର ଉପର ମୁଣ୍ଡରେ ବର୍ଷା ର ପରିମାଣ କମି ଥିବାରୁ ଆଉ ଗୋଟେ ଗେଟକୁ ବନ୍ଦ କରିଦିଆଯାଇଛି।ଫଳରେ ବର୍ତ୍ତମାନ ମାତ୍ର ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି।Body:ବର୍ତ୍ତମାନ ହୀରାକୁଦ ର ଜଳସ୍ଥର ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରେ ରହିଛି। ଏହି ସମୟରେ ହୀରାକୁଦ ର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 38,077 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣ ର 38,077 କ୍ୟୁସେକ ବନ୍ୟା ଜଳ ଡ୍ୟାମରୁ ଗୋଟିଏ ଗେଟ ଓ ପାୱାର ଚେନାଲ ଦେଇ ନିଷ୍କାସିତ ହେଉଛି।Conclusion:ଉପର ମୁଣ୍ଡର ପାଣିପାଗ ଓ ବର୍ଷା କୁ ଦେଖି ଆଗକୁ ଡ୍ୟାମ ର ଜଳ ପରିଚାଳନା କରାଯିବ ବୋଲି କୁହାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.