ETV Bharat / state

VSSUT Ragging: ଭିସୁଟରେ ପୁଣି ରାଗିଙ୍ଗ ଅଭିଯୋଗ ଆଣିଲେ ଛାତ୍ର - ଭିସୁଟରେ ପୁଣି ରାଗିଙ୍ଗ

ବୁର୍ଲା ଭିସୁଟରେ ପୁଣି ରାଗିଙ୍ଗ ଅଭିଯୋଗ । କିଛି ସିନିୟର ଛାତ୍ରମାନେ କ୍ୟାମ୍ପସ ବାହାରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଙ୍ଗ କରିଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

VSSUT Ragging: ଭିସୁଟରେ ପୁଣି ରାଗିଙ୍ଗ ଅଭିଯୋଗ ଆଣିଲେ ଛାତ୍ର

author img

By

Published : Dec 18, 2021, 9:50 AM IST

ସମ୍ବଲପୁର: ବୁର୍ଲା ଭିସୁଟରେ ପୁଣି ରାଗିଙ୍ଗ ଅଭିଯୋଗ । ଜଣେ ଜୁନିୟର ଛାତ୍ରଙ୍କୁ କିଛି ସିନିୟର ଛାତ୍ରମାନେ କ୍ୟାମ୍ପସ ବାହାରେ ରାଗିଙ୍ଗ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ବିଟେକ୍ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ବିତୀୟ ବର୍ଷର ଜଣେ ଛାତ୍ର ଏବଂ ସେ ବୁର୍ଲା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

VSSUT Ragging: ଭିସୁଟରେ ପୁଣି ରାଗିଙ୍ଗ ଅଭିଯୋଗ ଆଣିଲେ ଛାତ୍ର

ଅଭିଯୋଗ ଅନୁସାରେ, ଛାତ୍ର ଜଣକ ସନ୍ଧ୍ଯାରେ ନିଜର ଆଉ ଜଣେ ପୁଅ ସାଙ୍ଗ ସହିତ ଜଳଖିଆ ଖାଇବାକୁ କିର୍ବା ଛକକୁ ଆସିଥିଲେ । ସେହି ସମୟରେ ତାଙ୍କର ୬ ଜଣ ସିନିୟର ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ନିଜ ନାଁ ପଚାରିବା ପରେ ମାଡ ଆରମ୍ଭ କରିଥିଲେ । ଏହି ଘଟଣା ନେଇ କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ପୀଡିତ ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.