ETV Bharat / state

ସମ୍ବଲପୁରରେ ଓଲଟିଲା ଯାତ୍ରୀବାହୀ ବସ, 5 ଗୁରୁତର - 5 injured

ଶୁକ୍ରବାର  ଅନୁଗୁଳରୁ ସମ୍ବଲପୁର ଆସୁଥିବା ଏସ୍ କୁମାର ବସଟି ଷ୍ଟେୟାରିଂ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ   ସମ୍ବଲପୁର ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଟାସିଂଘା ଗାଁ 55 ନମ୍ବର ଜାତୀୟ ରାଜପଥରେ  ଓଲଟି ପଡିଥିଲା।  ବସରେ 15ରୁ 20 ଜଣ ଯାତ୍ରୀ ଥିବା ବେଳେ ଏହି  ଦୁର୍ଘଟଣାରେ  5 ଗୁରୁତର ଆହତ  ଓ 12 ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 24, 2019, 12:02 AM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଟାସିଂଘାଠାରେ ଓଲଟିଲା ଯାତ୍ରୀବାହୀ ବସ। ଏହି ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ବେଳେ 5 ଗୁରୁତର ଆହତ ଓ 12 ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁଯାୟୀ, ଶୁକ୍ରବାର ଅନୁଗୁଳରୁ ସମ୍ବଲପୁର ଆସୁଥିବା ଏସ୍ କୁମାର ବସଟି ଷ୍ଟେୟାରିଂ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ସମ୍ବଲପୁର ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଟାସିଂଘା ଗାଁ 55 ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଥିଲା।

ବସରେ 15ରୁ 20 ଜଣ ଯାତ୍ରୀ ଥିବା ବେଳେ ଏହି ଦୁର୍ଘଟଣାରେ 5 ଗୁରୁତର ଆହତ ଓ 12 ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରେଢ଼ାଖୋଲ ଉପଖଣ୍ଡ ସରକାରୀ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ତେବେ ଏହି ର୍ଦୁଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଟାସିଂଘା ଠାରେ ଓଲଟିଲା ଯାତ୍ରୀ ବାହୀ ବସ।ଏଥିରେ କାହାରି ମୃତ୍ୟୁ ହୋଇନଥିବା ବେଳେ 5 ଗୁରୁତର ଆହତ ଓ 12 ଜଣ ସାମାନ୍ୟ ଆହତ ହୋଇଛନ୍ତି।Body:ସମ୍ବଲପୁର ରେ ପୁଣି ବସ ଦୁର୍ଘଟଣା। ସମ୍ବଲପୁର ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଟାସିଂଘା ଗାଁ 55 ନମ୍ବର ଜାତୀୟ ରାଜପଥ ରେ ଘଟିଛି ଅଘଟଣ। ଅନୁଗୁଳ ରୁ ସମ୍ବଲପୁର ଆସୁଥିବା ଏସ କୁମାର ବସ ଆଜି ଏହି ସ୍ଥାନରେ ଓଲଟି ପଡିଥିଲା।ବସ ର ଷ୍ଟେରିଂ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ବସ ଟି ଓଲଟିଯାଇଥିଲା।Conclusion:ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇନଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି ଓ 12 ଜଣ ସାମାନ୍ୟ ଆହତ ହୋଇଛନ୍ତି।ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରେଢ଼ାଖୋଲ ଉପଖଣ୍ଡ ସରକାରୀ ଚିକିତ୍ସାଲୟ ରେ ଭର୍ତ୍ତି କରାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.