ETV Bharat / state

ଫ୍ଲିପକାର୍ଟ ବୟର ବ୍ୟାଗ ଚୋରି ଅଭିଯୋଗରେ ଯୁବକ ଗିରଫ - ସମ୍ବଲପୁର

ଫ୍ଲିପକାର୍ଟ ଡେଲିଭରି ବୟର ବ୍ୟାଗ ଚୋରି ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ସମ୍ବଲପୁର ଧନୁପାଲି ପୋଲିସ । ତେବେ ଅଭିଯୁକ୍ତ ଜଣକ ହୀରାକୁଦ ଅଞ୍ଚଳରେରେ ରହୁଥିବା ଦିନେଶ କୁମାର ନାଏକ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

A youth has been arrested for stealing bags from Flipkart Boy
ଫ୍ଲିପକାର୍ଟ ବଏର ବ୍ୟାଗ ଚୋରି ଅଭିଯୋଗରେ ଯୁବକ ଗିରଫ
author img

By

Published : Nov 7, 2020, 10:21 AM IST

ସମ୍ବଲପୁର: ଫ୍ଲିପକାର୍ଟ ଡେଲିଭରି ବୟର ବ୍ୟାଗ ଚୋରି ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ସମ୍ବଲପୁର ଧନୁପାଲି ପୋଲିସ। ଏନେଇ ସମ୍ବଲପୁର ଧନୁପାଲି ଥାନା ଅଧିକାରୀ କୋମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଯୁବକ ଜଣକ ଲିପୁ ଓରଫ ଦିନେଶ କୁମାର ନାଏକ। ସେ ହୀରାକୁଦ ଅଞ୍ଚଳରେରେ ରହୁଥିବା ବେଳେ ତାଙ୍କ ନିଜ ଘର ଅନୁଗୁଳ ଜିଲ୍ଲା ବୋଲି ଜଣାପଡିଛି।

ଫ୍ଲିପକାର୍ଟ ବଏର ବ୍ୟାଗ ଚୋରି ଅଭିଯୋଗରେ ଯୁବକ ଗିରଫ

ଗତ ମାସ 31 ତାରିଖରେ ଜଣେ ଫ୍ଲିପକାର୍ଟ ଡେଲିଭରି ବୟ ଧନୁପାଲି ଥାନା ଅଞ୍ଚଳରେ ସାମଗ୍ରୀ ଦେବା ପାଇଁ ଗ୍ରାହକଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ବାଇକରେ ଥିବା ବ୍ୟାଗ ଚୋରି ହୋଇଥିଲା। ତେବେ ଗିରଫ ଅଭିଯୁକ୍ତଠାରୁ ଗୋଟିଏ ସ୍ବାଇପ ମେସିନ, ଗୋଟିଏ ଘଣ୍ଟା ସହ 2 ଟି ମୋବାଇଲ ଫୋନ ଓ ଚଷମା ଜବତ ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.