ETV Bharat / state

ସମ୍ବଲପୁରରେ ହସ୍ତଶିଳ୍ପୀଙ୍କ ପାଇଁ ଟେକ୍ସଟାଇଲ ମନ୍ତ୍ରଣାଳୟର ସ୍ୱତନ୍ତ୍ର କର୍ମଶାଳା - ଟେକ୍ସଟାଇଲ ମନ୍ତ୍ରାଳୟ

ସମ୍ବଲପୁରରେ ହସ୍ତଶିଳ୍ପୀଙ୍କ ପାଇଁ କର୍ମଶାଳା ଓ ସେମିନାର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ସମ୍ବଲପୁରରେ ହସ୍ତଶିଳ୍ପୀଙ୍କ ପାଇଁ ଟେକ୍ସଟାଇଲ  ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର କର୍ମଶାଳା
ସମ୍ବଲପୁରରେ ହସ୍ତଶିଳ୍ପୀଙ୍କ ପାଇଁ ଟେକ୍ସଟାଇଲ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର କର୍ମଶାଳାସମ୍ବଲପୁରରେ ହସ୍ତଶିଳ୍ପୀଙ୍କ ପାଇଁ ଟେକ୍ସଟାଇଲ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର କର୍ମଶାଳା
author img

By

Published : Sep 2, 2021, 7:39 AM IST

ସମ୍ବଲପୁର: ହସ୍ତଶିଳ୍ପୀଙ୍କ ପାଇଁ ଏକ କର୍ମଶାଳା ଓ ସେମିନାର ବୁଧବାର (ଗତକାଲି) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ସୁନ୍ଦରଗଡ଼,ବୌଦ୍ଧ, ବଲାଙ୍ଗୀର, କେନ୍ଦୁଝର ,ଝାରସୁଗୁଡାର ହସ୍ତଶିଳ୍ପୀ ମାନେ ସାମିଲ ହୋଇଥିଲେ ।

ସମ୍ବଲପୁରରେ ହସ୍ତଶିଳ୍ପୀଙ୍କ ପାଇଁ ଟେକ୍ସଟାଇଲ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର କର୍ମଶାଳା

କେନ୍ଦ୍ର ସରକାରଙ୍କ ଟେକ୍ସ ଟାଇଲ ମନ୍ତ୍ରଣାଳୟ ଦ୍ବାରା ଏହି କାର୍ଯ୍ୟକ୍ରମ ସମ୍ବଲପୁର ହାଣ୍ଡିକ୍ରଫ୍ଟ ସର୍ଭିସ ସେଣ୍ଟରର ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ହସ୍ତଶିଳ୍ପୀ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା, ରୁଣ ବ୍ୟବସ୍ଥା, ଇ ମାର୍କେଟିଂ, GEM ପୋର୍ଟାଲ, ଜି ଏସ ଟି ଆଦି ବିଶେଷ ଉପରେ ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପୀଙ୍କୁ ସଚେତନ କରାଯାଇଛି । କାର୍ଯ୍ୟକ୍ରମରେ ସମ୍ବଲପୁର ହାଣ୍ଡି କ୍ରାଫ୍ଟ ସର୍ଭିସ ସେଣ୍ଟରର ଆସିଷ୍ଟାଣ୍ଟ ଡାଇରେକ୍ଟର ଆକାଶ ଶ୍ରୀବାସ୍ତବ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.