ETV Bharat / state

ସାଧାରଣତନ୍ତ୍ର ଦିବସରେ ସମ୍ବଲପୁରର ଗ୍ରାମାଞ୍ଚଳରେ ଖୋଲିବ 70ଟି ଲାଇବ୍ରେରୀ ଓ 50ଟି ପାର୍କ - ସମ୍ବଲପୁରର ଗ୍ରାମାଞ୍ଚଳରେ ଖୋଲିବ ପାର୍କ

ଚଳିତ ସାଧାରଣତନ୍ତ୍ର ଦିବସରେ ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଖୋଲିବ 70ଟି ଲାଇବ୍ରେରୀ ଓ 50ଟି ଗ୍ରାମୀଣ ପାର୍କ। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ସାଧାରଣତନ୍ତ୍ର ଦିବସରେ ସମ୍ବଲପୁରର ଗ୍ରାମାଞ୍ଚଳରେ ଖୋଲିବ  70ଟି ଲାଇବ୍ରେରୀ ଓ 50ଟି ପାର୍କ

author img

By

Published : Jan 26, 2021, 11:38 AM IST

ସମ୍ବଲପୁର: ଚଳିତ ସାଧାରଣତନ୍ତ୍ର ଦିବସରେ ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଖୋଲିବ 70ଟି ଲାଇବ୍ରେରୀ ଓ 50ଟି ଗ୍ରାମୀଣ ପାର୍କ। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମ୍ବଲପୁରର ପି ଡି ଡିଆରଡିଏ ସୁକାନ୍ତ କୁମାର ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି।

ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଖୁସି ଖବର। ସମ୍ବଲପୁର ଜିଲ୍ଲାର 9 ଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ଖୋଲିବ 70 ଟି ଗ୍ରାମୀଣ ଲାଇବ୍ରେରୀ ଓ 50 ଟି ଗ୍ରାମୀଣ ପାର୍କ। ଚଳିତ ସାଧାରଣତନ୍ତ୍ର ଦିବସ ରେ ଏହି ଲାଇବ୍ରେରୀ ଓ ପାର୍କ ଉଦ୍ଘାଟିତ ହେବ।ଏହା ଦ୍ୱାରା ଗ୍ରାମାଞ୍ଚଳ ର ଲୋକେ ମଧ୍ୟ ଲାଇବ୍ରେରୀ ର ଲାଭ ପାଇବା ସହ ଗ୍ରାମଞ୍ଚଳ ପାର୍କ ଗୁଡିକରେ ଅବସର ବିନୋଦନ ର ମଜା ଉଠାଇ ପାଇବେ।

ସାଧାରଣତନ୍ତ୍ର ଦିବସରେ ସମ୍ବଲପୁରର ଗ୍ରାମାଞ୍ଚଳରେ ଖୋଲିବ 70ଟି ଲାଇବ୍ରେରୀ ଓ 50ଟି ପାର୍କ

ଏହା ସହ ଚଳିତ ସାଧାରଣତନ୍ତ୍ର ଦିବସରେ କେତୋଟି ନୁଆଁ ଅଙ୍ଗନବାଡି କେନ୍ଦ୍ର ର ମଧ୍ୟ ଉଦ୍‌ଘାଟିତ ହେବ ବୋଲି ପିଡି ଡିଆରଡିଏ ସୁକାନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.