ETV Bharat / state

ହୀରାକୁଦ ବନ୍ଧର 15ଟି ଗେଟ୍‌ ବନ୍ଦ - ହୀରାକୁଦ ବନ୍ଧର 15ଟି ଗେଟ୍‌ ବନ୍ଦ

ବୁଧବାର ପର୍ଯ୍ୟାୟ କ୍ରମେ ହୀରାକୁଦ ବନ୍ଧର 15ଟି ଗେଟ୍‌ ବନ୍ଦ ହୋଇଛି । ପ୍ରଥମେ ପର୍ଯ୍ୟାୟରେ 6ଟି ପରେ 4ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ଆଉ 5ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ 5ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 11, 2019, 10:29 AM IST

Updated : Sep 11, 2019, 7:07 PM IST

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ପରିମାଣ କମିବାରୁ ପର୍ଯ୍ୟାୟ କ୍ରମେ ହୀରାକୁଦ ବନ୍ଧର 15ଟି ଗେଟ୍‌ ବନ୍ଦ ହୋଇଛି । ସକାଳୁ ସକାଳୁ ପ୍ରଥମେ 6ଟି ଗେଟ୍‌ ବନ୍ଦ ହୋଇଥିଲା ଏହା ପରେ ପର୍ଯ୍ୟାୟ କ୍ରମେ ଆଉ 4ଟି ଓ ଅପରାହ୍ନ ସମୟରରେ ଆଉ 5ଟି ଗେଟ ବନ୍ଦ କରାଯାଇଥିଲା । ବର୍ତ୍ତମାନ 5ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 625.27 ଫୁଟ ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବର୍ତ୍ତମାନ ଜଳ ଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 2,57,421 କ୍ୟୁସେକ ଜଳ ପ୍ରଵେଶ କରୁଛି । ସେହିପରି 1,81,183 କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ଉପର ମୁଣ୍ଡର ବର୍ଷା ଓ ତଳ ମୁଣ୍ଡର ନଦୀଗୁଡ଼ିକର ସ୍ଥିତି ଓ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଳ ଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 11, 2019, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.