ETV Bharat / state

ପୋଲିସ ପଞ୍ଝାରେ କୁଖ୍ୟାତ ବାଇକ ଚୋର ଗ୍ୟାଙ୍ଗ; 12 ଗିରଫ, 3 ନାବାଳକ ଅଟକ

author img

By

Published : Aug 13, 2021, 5:01 PM IST

Updated : Aug 13, 2021, 7:39 PM IST

ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଏକ ବଡ଼ଧରଣର ବାଇକ ଚୋରୀ ରାକେଟକୁ ଠାବ କରିବାରେ ସଫଳ ହୋଇଛି ପୋଲିସ। 20ଟି ବାଇକ ଓ 1ଟି ବୋଲେରୋକୁ ଜବତ କରିବା ସହ ଏହି ମାମଲାରେ 12 ଗିରଫ ହୋଇଥିବା ବେଳେ 3 ନାବାଳକ ଅଟକ ଅଛନ୍ତି। ଅଧିକ ପଢନ୍ତୁ...

ବଡ଼ ଧାରଣର ବାଇକ ଚୋରୀ ରାକେଟ ଠାବ; 12 ଗିରଫ, 3 ନାବାଳକ ଅଟକ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଏକ ବଡ଼ଧରଣର ବାଇକ ଚୋରୀ ରାକେଟକୁ ଠାବ କରିବାରେ ସଫଳ ହୋଇଛି ପୋଲିସ। 20ଟି ବାଇକ ଓ 1ଟି ବୋଲେରୋକୁ ଜବତ କରିବା ସହ ଏହି ମାମଲାରେ 12 ଗିରଫ ହୋଇଥିବା ବେଳେ 3 ନାବାଳକ ଅଟକ ଅଛନ୍ତି।

ପୋଲିସ ପଞ୍ଝାରେ କୁଖ୍ୟାତ ବାଇକ ଚୋର ଗ୍ୟାଙ୍ଗ; 12 ଗିରଫ, 3 ନାବାଳକ ଅଟକ
ସମ୍ବଲପୁରର ରେଙ୍ଗାଲି, ଅଇଁଠାପଲି ଓ ଧନୁପାଲି ଅଞ୍ଚଳରୁ ଏହିସବୁ ଗାଡି ଚୋରୀ ହୋଇଥିଲା। ଏହି ମାମଲାରେ ଟାଉନ ଥାନା ଅଞ୍ଚଳରୁ 2 ଜଣ, ଧନୁପାଲି ଥାନା ଅଞ୍ଚଳରୁ 8 ଜଣ ଓ ରେଙ୍ଗାଲି ଥାନା ଅଞ୍ଚଳରୁ 5 ଜଣ ଅଛନ୍ତି। ତେବେ ରେଙ୍ଗାଲି ଥାନାରୁ ସମ୍ପୃକ୍ତ ଥିବା ବ୍ୟକ୍ତି ମଧ୍ୟରେ 3 ନାବାଳକ ଅଛନ୍ତି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 13, 2021, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.