ETV Bharat / state

କାନ୍ଥ ପଡି ମା’ ସମେତ ଦୁଇ ଶିଶୁ ଗୁରୁତର

ଲଗାଣ ବର୍ଷାରେ ଭିଜା କାନ୍ଥ ପଡି ମା’ ସମେତ ଦୁଇ ଶିଶୁ ଗୁରୁତର । ଏ ହେଉଛି ସଦର ବ୍ଲକ ଅନ୍ତର୍ଗତ ତାଡମା ପଞ୍ଚୟତ ରଘୁଭଟ୍ଟା ଗାଁର ଘଟଣା ।

author img

By

Published : Aug 11, 2019, 5:47 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଲଗାଣ ବର୍ଷାରେ ଭିଜା କାନ୍ଥ ଭୁଶୁଡି ମା’ ସମେତ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ସଦର ବ୍ଲକ ଅନ୍ତର୍ଗତ ତାଡମା ପଞ୍ଚୟତ ରଘୁଭଟ୍ଟା ଗାଁରେ ଘଟିଛି ଏହି ଘଟଣା । ଏହି ଗାଁର ସୋମନାଥ ଜାକାକାଙ୍କ ସ୍ତ୍ରୀ ଅଲମେ ଜାକାକା ଦିନ ଦ୍ଵିପହରରେ ଦୁଇ ପିଲାଙ୍କୁ ଧରି ଘରେ ଶୋଇଥିବା ସମୟରେ ଅଚାନକ କାନ୍ଥ ଭୁଶୁଡି ପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଫଳରେ କାନ୍ଥ ତଳେ ଚାପି ହୋଇ ଯାଇଥିଲେ ଅଲମେଙ୍କ ସମେତ ଦୁଇ ପୁଅ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରାୟଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଆହତ ତିନି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କାନ୍ଥ ପଡି ମା ସମେତ ଦୁଇ ଶିଶୁ ଗୁରୁତର Body:ଲଗାଣ ବର୍ଷାରେ ଭିଜା କାନ୍ଥ ପଡି ମା ସମେତ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଏ ଭଳି ଘଟଣା ଘଟିଛି ରାୟଗଡା ସଦର ବ୍ଲକ ଅନ୍ତର୍ଗତ ତାଡମା ପଞ୍ଚୟତର ରଘୁଭଟ୍ଟା ଗାଁରେ । ଏହି ଗାଁର ସୋମନାଥ ଜାକାକାଙ୍କ ସ୍ତ୍ରୀ ଅଲମେ ଜାକାକା ଦିନ ଦ୍ଵିପହରରେ ଦୁଇ ଛୁଆଙ୍କୁ ଧରି ଘରେ ସୋଇଥିବା ସମୟରେ ଅଚାନକ ଘରଟି ଧସି ଯାଇଥିଲା । ଫଳରେ କାନ୍ଥତଳେ ଚାପିହୋଇ ଯାଇଥିଲେ ଅଲମେ ସମେତ ଦୁଇ ପୁଅ । ଘଟଣା ସ୍ତଳରେ ଗ୍ରାମବାସୀ ପହଞ୍ଚି ଆହତଙ୍କୁ ଉଧାର କରି ରାୟଗଡ଼ ଜିଲ୍ଲା ଚିକିଛାଳୟରେ ଭର୍ତି କରିଛନ୍ତି । ବର୍ତମାନ ଆହତ ତିନିଜଣଙ୍କ ସ୍ୱାସ୍ଥ୍ୟ ଅବସ୍ତା ସ୍ତିର ଥିବା କହିଛନ୍ତି ଡାକ୍ତର ।
ବାଇଟ-1- ଶକୁନ୍ତଳା କଡ୍ରାକା ( ଆହତଙ୍କ ସମ୍ପର୍କୀୟ )
ବାଇଟ-2- ଧନେଇ ତାଡିଙ୍ଗି ( ରଘୁଭଟ୍ଟା ଗ୍ରାମବାସୀ )
Conclusion:କାନ୍ଥ ପଡି ମା ସମେତ ଦୁଇ ଶିଶୁ ଗୁରୁତର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.