ETV Bharat / state

ସ୍କୁଲ ବାରଣ୍ଡାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

author img

By

Published : Nov 19, 2019, 11:10 PM IST

ରାୟଗଡା ସହର ସ୍ଥିତ ପିଏଚଡି କଲୋନୀରେ ଥିବା ଏକ ପରିତ୍ୟକ୍ତ ସ୍କୁଲ ବାରଣ୍ଡାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତିଙ୍କ ପରିଚୟ ସହ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ସ୍କୁଲ ବାରଣ୍ଡାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ରାୟଗଡା ସହରସ୍ଥିତ ପିଏଚଡି କଲୋନୀରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ । ମୃତବ୍ୟକ୍ତିଙ୍କ ପରିଚୟ ସହ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ମୃତ ବ୍ୟକ୍ତି ଜଣକ ନିକଟସ୍ଥ ଶିବ ମନ୍ଦିରରେ ଭିକ୍ଷାବୃତ୍ତି କରି ଚଳିବା ସହ ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡିରହିଥିବା ଏହି ସ୍କୁଲ ବାରଣ୍ଡାରେ ରହୁଥିଲେ । ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ସ୍କୁଲ ବାରଣ୍ଡାରେ ମୃତଦେହ ପଡିଥିବାର ଖବର ପୋଲିସକୁ ଦେଇଥିଲେ । ମୃତକଙ୍କ ହାତ ଓ ମୁଣ୍ଡରେ କ୍ଷତବିକ୍ଷତ ହୋଇଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସ୍କୁଲ ବାରଣ୍ଡାରେ ମୃତ ଦେହ ଠାବBody:ରାୟଗଡା ସହରସ୍ଥିତ ପିଏଚଡି କଲୋନୀ ଠାରେ ଥିବା ଉଚ୍ଚ ପ୍ରାଥନିକ ବିଦ୍ୟାଳୟ ବାରଣ୍ଡାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ ହୋଇଛି । ମୃତକ ଜଣଙ୍କ ପରିଚୟ ମିଳି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ସେ ନିକଟସ୍ଥ ଶିବ ମନ୍ଦିରରେ ଭିକ୍ଷାବୃତ୍ତି କରି ଚଳୁଥିବା ବେଳେ ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଥିବା ସ୍କୁଲ ବାରଣ୍ଡାରେ ସେ ରହି ଅାସୁଥିଲେ । ଆଜି ସକାଳେ ସ୍ଥାନୀୟ ବାସିନ୍ଦାମାନେ ମୃତ ଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ମୃତକଙ୍କ ହାତ ଓ ମୁଣ୍ଡରେ କ୍ଷତବିକ୍ଷତ ହୋଇଥିବା ବେଳେ ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରିଥିବା ଜଣାପଡିଛି ।Conclusion:ସ୍କୁଲ ବାରଣ୍ଡାରେ ମୃତ ଦେହ ଠାବ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.