ETV Bharat / state

ଶ୍ରମିକ ସଂଗଠନର ନିଆରା ଧର୍ମଘଟ

ଶ୍ରମିକ ସଂଗଠନର ନିଆରା ଧର୍ମଘଟ । ସହରରେ ବିକ୍ଷୋଭ ନ କରି ଗାଁରେ ଏଆଇସିସିଟିୟୁ କରିଛି ପ୍ରତିବାଦ । ଶୁକ୍ରବାର ସ୍ଥାନୀୟ ଏଆଇସିସିଟିୟୁ ଗୁଣପୁର ବ୍ଲକର ଲୁଗୁରୁତାଲ ଗ୍ରାମରେ ସଂଗଠନ ପକ୍ଷରୁ ଧର୍ମଘଟ ଓ ହରତାଳ କରାଯାଇଛି । ଅଧିକ ପଢନ୍ତୁ...

ଶ୍ରମିକ ସଂଗଠନର ନିଆରା ଧର୍ମଘଟ
ଶ୍ରମିକ ସଂଗଠନର ନିଆରା ଧର୍ମଘଟ
author img

By

Published : Jul 4, 2020, 12:25 AM IST

ରାୟଗଡା: ଶ୍ରମିକ ସଂଗଠନର ନିଆରା ଧର୍ମଘଟ । ସହରରେ ବିକ୍ଷୋଭ ନ କରି ଗାଁରେ ଏଆଇସିସିଟିୟୁ କରିଛି ପ୍ରତିବାଦ । ଶୁକ୍ରବାର ସ୍ଥାନୀୟ ଏଆଇସିସିଟିୟୁ ଗୁଣପୁର ବ୍ଲକର ଲୁଗୁରୁତାଲ ଗ୍ରାମରେ ସଂଗଠନ ପକ୍ଷରୁ ଧର୍ମଘଟ ଓ ହରତାଳ କରାଯାଇଛି । ଏହି ଧର୍ମଘଟରେ ପାଚିକା, ସହାୟକ, ବାମପନ୍ଥୀ ଶ୍ରମିକ ସଂଗଠନ ଯୋଗ ଦେଇଥିଲେ ।

ଶ୍ରମିକ ସଂଗଠନର ନିଆରା ଧର୍ମଘଟ

ଜିଲ୍ଲା ସିପିଆଇ(ଏମଏଲ) ଲିବରେସନର ସମ୍ପାଦକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଇଥିଲା । ଏଥିରେ ଶ୍ରମ ଆଇନରେ ସଂଶୋଧନ, ଶ୍ରମ ବୋର୍ଡ ବନ୍ଦ କରିବା ସହ ଶ୍ରମ ସମୟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି ଅଧ୍ୟାଦେଶକୁ ବନ୍ଦ ଆଦି ପ୍ରମୁଖ ଦାବି କରାଯାଇଥିଲା ।

ଶ୍ରମିକ ସଂଗଠନର ନିଆରା ଧର୍ମଘଟ
ଶ୍ରମିକ ସଂଗଠନର ନିଆରା ଧର୍ମଘଟ

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.