ETV Bharat / state

Accident In Rayagada: 2 ବାଇକ ଆରୋହୀ ମୃତ

ରାୟଗଡା ରାମନାଗୁଡ଼ାରେ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ

author img

By

Published : Apr 17, 2022, 9:12 PM IST

Accident In Rayagada: ଦୁଇ ବାଇକ ଆରୋହୀ ମୃତ

ରାୟଗଡା: ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ରାମନାଗୁଡ଼ା ଥାନା ପଣସଗୁଡା ଗ୍ରାମର ଦୁଇ ଜଣ ବାଇକ ଆରୋହୀ ଗୁଣପୁର ଫେରୁଥିବା ସମୟରେ ପେଣକାମ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଧାନ ମିଲ ନିକଟରେ ବାଇକଟି ନିୟନ୍ତ୍ରିତ ହରାଇ ଗୋଟିଏ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ।

ମୃତକ ଦ୍ବୟ ହେଲେ ପଣସଗୁଡା ଗ୍ରାମର ରଞ୍ଜିତ ଶବର ଏବଂ କୁମାର ଶବର । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗୁଣୁପୁର ଏବଂ ରାମନାଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଗୁଣୁପୁର ସଦର ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.